ପିଏମଇଣ୍ଡିଆ

ସଦ୍ୟତମ ଖବର

ଶାସନର ରୂପରେଖ

‘ପୁଅ ଝିଅ, ଏକା ସମାନ’ ଆମର ମନ୍ତ୍ର ହେବା ଉଚିତ୍ ଆସନ୍ତୁ ଝିଅ ଜନ୍ମ ହେଲେ ଉତ୍ସବ ପାଳନ କରିବା । ଆମେ ଆମ ଝିଅମାନଙ୍କୁ ନେଇ ସମାନଭାବେ ଗର୍ବ କରିବା । ମୋର ଆପଣମାନଙ୍କୁ ଅନୁରୋଧ ଘରେ ଝିଅଟିଏ ଜନ୍ମ ହେଲେ ପାଂଚଟି ଗଛ ଲଗାଇ ଉତ୍ସବ ପାଳନ କରନ୍ତୁ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ପୋଷ୍ୟ ଗ୍ରାମ ଜୟପୁରବାସୀଙ୍କୁ ଏହି ଆହ୍ୱାନ ଦେଇଥିଲେ । ବେଟି ବଂଚାଅ, ବେଟି ପଢାଅ (ବିବିବିପି) ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ହରିଆନାର ପାନିପଥରେ ଗତ ବର୍ଷ ୨୨ ଜାନୁଆରୀରେ କରିଥିଲେ । ଏହା ଶିଶୁ ଲିଙ୍ଗ ଅନୁପାତ (ସିଏସଆର)ରେ ହ୍ରାସ ଏବଂ ମହିଳାମାନଙ୍କ ନିରବଚ୍ଛିନ୍ନ ଜୀବନଚକ୍ର ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ସମସ୍ୟାଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହି ଅଭିଯାନ ମହିଳା ଏବଂ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପ୍ରଚେଷ୍ଟାରେ ଆରମ୍ଭ କରାଯାଇଛି ...

ଅଧିକ ଦେଖନ୍ତୁ

ପ୍ରଧାନମନ୍ତ୍ରୀଙ୍କ ସଂକ୍ଷିପ୍ତ ଜୀବନୀ

୨୦୧୪ ମସିହା ମେ ୨୬ ତାରିଖ ଦିନ ଶ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ । ଦେଶ ସ୍ୱାଧୀନତା ଲାଭ ପରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଭାବେ ଏହି ପଦ ଅଳଙ୍କୃତ କରିବାରେ ସେ ପ୍ରଥମ । ଶହେ କୋଟିରୁ ଉର୍ଦ୍ଧ୍ଵ ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା ଦିଗରେ ସକ୍ରିୟ, ସମର୍ପିତ ତଥା ସଂକଳ୍ପବଦ୍ଧ ଭାବେ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରତ । ୨୦୧୪ ମେ ମାସରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ସାମଗ୍ରିକ ଏବଂ ସମନ୍ୱିତ ବିକାଶ ଯାତ୍ରା ଆରମ୍ଭ କରିଛନ୍ତି, ଯଦ୍ୱାରା ପ୍ରତ୍ୟେକ ଭାରତୀୟ ଯେଭଳି ସେମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିପାରିବେ ଅନ୍ତ୍ୟୋଦୟ ନୀତିରେ ଗଭୀର ଭାବେ ପ୍ରଭାବିତ ଶ୍ରୀ ମୋଦୀ ଉନ୍ନତି ଅପେକ୍ଷାର ଧାଡ଼ିରେ ଥିବା ଶେଷ ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ । ଅଭିନବ ଚିନ୍ତାଧାରା ଓ ଉଦ୍ୟମ ମାଧ୍ୟମରେ ସରକାର ...

ଅଧିକ ଦେଖନ୍ତୁ

ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ