ପିଏମଇଣ୍ଡିଆ

ମିଡିଆ କଭରେଜ

media coverage
26 Sep, 2018
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଜନ ଭାଗିଦାରୀ' କୁ ଶାସନର ମୁଖ୍ୟ ଆଧାର କରିଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଟି ଯୋଜନାରେ ଜନ ଭାଗିଦାରୀକୁ ସବୁଠୁ ଅଧିକ ପ୍ରାଥମିକତା ଦେଇଛନ୍ତି
ମୋଦୀ ସରକାର ବିଭିନ୍ନ ପଦକ୍ଷେପକୁ କେବଳ ସରକାରଙ୍କ ପଦକ୍ଷେପ ପର୍ଯ୍ୟନ୍ତ ସୀମିତ ରଖିନାହାଁନ୍ତି ବରଂ ତାହାକୁ ଜନମାନସର ପଦକ୍ଷେପ କରିବାର କାମ କରୁଛନ୍ତି
media coverage
26 Sep, 2018
ମୋଦୀ ସରକାରଙ୍କ କରାଯାଇଥିବା 36 ରାଫେଲ ବିମାନ କାରବାର 2008 ର କରାଯାଇଥିବା 126 ବିମାନର କାରବାରଠାରୁ ଅଧିକ ଉତ୍ତମ : ଆର.ନାମ୍ବିଆର
ଲୋକମାନଙ୍କୁ ଭୁଲ ସୂଚନା ଦିଆଯାଉଛି ,କୌଣସି ପକ୍ଷକୁ 30,000 କୋଟି ଟଙ୍କା ଦେବା ଭଳି କୌଣସି ବିଷୟ ହିଁ ନାହିଁ । ଦାସଲ୍ଟକୁ ଏକାକୀ 6,500 କୋଟି ଟଙ୍କାରୁ ଅଧିକ ରାଶି ଅବଶ୍ୟ ଦିଆଯାଇଛି,ଏହାଠାରୁ ଅଧିକ କିଛି ନାହିଁ : ଆର.ନାମ୍ବିଆର
ଏହା ଏକ ଭଲ କାରବାର ,ଯାହା 2008 ରେ ପ୍ରାପ୍ତ କରାଯାଇଥିବା କାରବାରଠାରୁ ଅଧିକ ଭଲ : ରାଫେଲ କାରବାର ଉପରେ ଡେପୁଟି ଏୟାର ଚିଫ ମାର୍ଶଲ
media coverage
26 Sep, 2018
ଟ୍ରମ୍ପ ସଂଯୁକ୍ତ ରାଷ୍ଟ୍ରରେ କହିଛନ୍ତି ,ଭାରତ ଲକ୍ଷ ଲକ୍ଷ ଲୋକଙ୍କୁ ଗରିବ ସୀମାରେଖାରୁ ବାହାର କରିଛି
ନିଜର ଲକ୍ଷ ଲକ୍ଷ ନାଗରିକଙ୍କୁ ଗରିବୀରୁ ବାହାର କରିବାର ଭାରତର ପ୍ରୟାସକୁ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଭାରତ ଏକ ମୁକ୍ତ ସମାଜ ,ଯିଏ ଅଗଣିତ ଲକ୍ଷ ଲକ୍ଷ ଲୋକଙ୍କୁ ସଫଳତାର ସହ ଗରିବ ସୀମାରେଖାରୁ ଉପରକୁ ଉଠାଇ ମଧ୍ୟମ ବର୍ଗରେ ପହଞ୍ଚାଇଛି :ଡୋନାଲ୍ଡ ଟ୍ରମ୍ପ
media coverage
26 Sep, 2018
ଦୂରସଂଚାର କ୍ଷେତ୍ରରେ 100% ଏଫଡିଆଇ ପାଇଁ ମୋଦୀ ସରକାରଙ୍କ ପଦକ୍ଷେପ ଏହି କ୍ଷେତ୍ର ପାଇଁ ଅଧିକ ନିବେଶ ଆକର୍ଷିତ କରୁଛି
ଭାରତର ଦୂରସଂଚାର କ୍ଷେତ୍ରରେ 2017-18 ଆର୍ଥିକ ବର୍ଷରେ ଏଫଡିଆଇ 6.2 ବିଲିୟନ ଡଲାର ହୋଇଛି
ଦୂରସଂଚାର କ୍ଷେତ୍ରରେ ଏଫଡିଆଇ ଗତ 3 ବର୍ଷରେ ପାଖାପାଖି ପାଞ୍ଚଗୁଣ ବୃଦ୍ଧି ଘଟି 2015-16 ର 1.3 ବିଲିୟନ ଡଲାର ତୁଳନାରେ 2017-18 ରେ 6.2 ବିଲିୟନ ଡଲାର ହୋଇଛି
media coverage
25 Sep, 2018
ମୋଦୀ ସରକାର ଅଧୀନରେ ସରକାରୀ ଯୋଜନାଗୁଡ଼ିକ ଏବଂ ସେହି ସମ୍ପର୍କୀ କ୍ରୟର ନିରୀକ୍ଷଣରେ ପ୍ରଯୁକ୍ତିବିଦ୍ୟାର କୌଶଳ ଉପଯୋଗରୁ ବ୍ୟବସ୍ଥାରେ ପାରଦର୍ଶିତା ଆସୁଛି
ସରକାରୀ ଇ-ମାର୍କେଟ ପ୍ଲେସ (ଜେମ) ଭଳି ପଦକ୍ଷେପ ହେଉ ଅବା ପଦ୍ମ ପୁରସ୍କାରର ଚୟନ ପ୍ରକ୍ରିୟା ହେଉ ,ଏଲପିଜି ଗ୍ୟାସର ଆବଣ୍ଟନ ପ୍ରକ୍ରିୟା ହେଉ ଅବା ପୁଣି ଡିବିଟି ହେଉ, ଏହି ସମସ୍ତ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଶାସନ ପ୍ରଣାଳୀରେ କିଭଳି ପାରଦର୍ଶିତା ଅଣାଯାଇପାରିବ ଏହାର ବଡ଼ ଉଦାହରଣ ଅଟନ୍ତି
ଖନନ କ୍ଷେତ୍ରରେ ମୋଦୀ ସରକାରଙ୍କ ଅନଲାଇନ ନିଲାମ ପ୍ରକ୍ରିୟାରୁ ଉଚିତ ସମ୍ଭବ ମୂଲ୍ୟ ମିଳିବାରେ ସାହାଯ୍ୟ ମିଳୁଛି
media coverage
25 Sep, 2018
ପ୍ରଧାନମନ୍ତ୍ରୀ ମୋଦୀ ସିକ୍କିମ ରାଜ୍ୟର ପ୍ରଥମ ଏବଂ ଦେଶର 100ତମ ବିମାନବନ୍ଦରକୁ ଉଦ୍ଘାଟନ କରିଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ସିକ୍କିମ ରାଜ୍ୟର ପ୍ରଥମ ବିମାନବନ୍ଦର ପାକୟୋଙ୍ଗ ବିମାନବନ୍ଦର ଉଦ୍ଘାଟନ କରିଛନ୍ତି , ପ୍ରକଳ୍ପଟି 605.59 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି
ଦେଶ ପାଇଁ ଶତକ ହାସଲ :ସିକ୍କିମରେ ଦେଶର 100ତମ ବିମାନବନ୍ଦର ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ
media coverage
25 Sep, 2018
ଆମେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ 40 ଲକ୍ଷ #AyushmanBharat ହିତାଧିକାରୀଙ୍କ ପାଖକୁ ଚିଠି ପଠାଇଛୁ :ଅଧିକାରୀ
#AyushmanBharat ଯୋଜନାରେ 10 କୋଟିରୁ ଅଧିକ ଗରିବ ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ ଯାଦ୍ୱାରା 50 କୋଟି ଲୋକ ଉପକୃତ ହେବେ
ଯୋଜନା ଆରମ୍ଭର 24 ଘଣ୍ଟାରୁ ମଧ୍ୟ କମ ସମୟରେ 1000 ରୋଗୀଙ୍କୁ ମିଳିଛି #AyushmanBharat ଯୋଜନାର ଲାଭ
media coverage
25 Sep, 2018
ଆମର ପ୍ରୟାସ ସାଧାରଣ ଜନତାଙ୍କୁ ସକ୍ଷମ କରିବା ,ହାୱାଇ-ଚପଲ ପିନ୍ଧୁଥିବା ଲୋକେ ମଧ୍ୟ ଯେପରି ହାୱାଇ-ଜାହାଜରେ ଯାଇପାରିବେ :ପ୍ରଧାନମନ୍ତ୍ରୀ ମୋଦୀ
ସମସ୍ତ ବର୍ଗର ଲୋକେ ବିମାନବନ୍ଦରର ଉପଯୋଗ କରିବାରେ ସକ୍ଷମ ହେବେ ,କାରଣ ଉଡ଼ାନ ଯୋଜନା ଅଧୀନରେ 2,500 ଟଙ୍କାରୁ ମଧ୍ୟ କମ ହେବ ଯାତ୍ରୀଭଡ଼ା :ପ୍ରଧାନମନ୍ତ୍ରୀ ମୋଦୀ
70 ବର୍ଷରେ ଭାରତରେ ରହିଛି 400 ବିମାନ ଏବଂ ଗତ ଏକ ବର୍ଷରେ ବିମାନଚଳାଚଳ କମ୍ପାନୀଗୁଡ଼ିକ 1,000 ନୂଆ ବିମାନର ଅର୍ଡର ଦେଇଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
media coverage
24 Sep, 2018
ପ୍ରଧାନମନ୍ତ୍ରୀ ମୋଦୀ ଆଜି ସିକ୍କିମରେ ପାକୟଙ୍ଗ ବିମାନବନ୍ଦରର ଉଦଘାଟନ କରିବେ
ସିକ୍କିମରେ ପାକୟଙ୍ଗ ବିମାନବନ୍ଦର ହିମାଳୟ ପାଦଦେଶରେ ଥିବା ରାଜ୍ୟରେ ଉତ୍ତମ ଯୋଗାଯୋଗ ପ୍ରତିଷ୍ଠା କରିବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ
ସିକ୍କିମରେ ପାକୟଙ୍ଗ ବିମାନବନ୍ଦର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ
Loading