ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର ମନ୍ତ୍ରୀ ପରିଷଦର ମନ୍ତ୍ରୀମାନଙ୍କ ବିଭାଗ

( ତଥ୍ୟ 03.09.2017 ସୁଦ୍ଧା )

ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦୀ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ
ପରମାଣୁ ଶକ୍ତି ବିଭାଗ
ମହାକାଶ ବିଭାଗ
ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରସଙ୍ଗ ଏବଂ
ଅନ୍ୟ ସମସ୍ତ ବିଭାଗ ଯାହା କୌଣସି ମନ୍ତ୍ରୀଙ୍କୁ ଆବଣ୍ଟନ କରାଯାଇନାହିଁ ।

କ୍ୟାବିନେଟ ମନ୍ତ୍ରୀ

1 ଶ୍ରୀ ରାଜନାଥ ସିଂହ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
2 ଶ୍ରୀମତି ସୁଷମା ସ୍ୱରାଜ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
3 ଶ୍ରୀ ଅରୁଣ ଜେଟଲୀ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ
4 ଶ୍ରୀ ନୀତିନ ଗଡ଼କରୀ ସଡ଼କ ପରିବହନ, ରାଜପଥ, ଜାହାଜ ଚଳାଚଳ ମନ୍ତ୍ରଣାଳୟ; ଏବଂ
ଜଳ ସମ୍ପଦ, ନଦୀ ବିକାଶ ଏବଂ
ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ
5 ଶ୍ରୀ ସୁରେଶ ପ୍ରଭୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ
6 ଶ୍ରୀ ଡିଭି ସଦାନନ୍ଦ ଗୌଡ଼ା ପରିସଂଖ୍ୟାନ ଏବଂ ଯୋଜନା ସମନ୍ୱୟ ମନ୍ତ୍ରଣାଳୟ
7 ସୁଶ୍ରୀ ଉମା ଭାରତୀ ପାନୀୟ ଜଳ ଏବଂ ପରିମଳ ମନ୍ତ୍ରଣାଳୟ
8 ଶ୍ରୀ ରାମବିଳାସ ପାଶ୍ୱାନ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
9 ଶ୍ରୀମତି ମେନକା ସଞ୍ଜୟ ଗାନ୍ଧୀ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
10 ଶ୍ରୀ ଅନନ୍ତ କୁମାର ସାର, ରସାୟନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ
11 ଶ୍ରୀ ରବିଶଙ୍କର ପ୍ରସାଦ ଆଇନ ଏବଂ ନ୍ୟାୟ ତଥା ଇଲେକ୍ଟ୍ରୋନିକ୍ସ ଏବଂ
ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
12 ଶ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ
13 ଶ୍ରୀ ଅଶୋକ ଗଜପତି ରାଜୁ ପୁଷପତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
14 ଶ୍ରୀ ଅନନ୍ତ ଗୀତେ ଭାରୀ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରଣାଳୟ
15 ଶ୍ରୀମତି ହରସିମରତ୍ କୌର ବାଦଲ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ
16 ଶ୍ରୀ ନରେନ୍ଦ୍ର ସିଂ ତୋମାର ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ;
ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ
ଖଣି ମନ୍ତ୍ରଣାଳୟ
17 ଶ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂ ଇସ୍ପାତ ମନ୍ତ୍ରଣାଳୟ
18 ଶ୍ରୀ ଜୁଏଲ ଓରାମ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
19 ଶ୍ରୀ ରାଧାମୋହନ ସିଂ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ
20 ଶ୍ରୀ ଥାୱର ଚାନ୍ଦ ଗେହଲଟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ
21 ଶ୍ରୀମତି ସ୍ମୃତି ଜୁବିନ ଇରାନୀ ବୟନ ଶିଲ୍ପ ମନ୍ତ୍ରଣାଳୟ ତଥା
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
22 ଡ. ହର୍ଷ ବର୍ଦ୍ଧନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ;
ଭୂବିଜ୍ଞାନ ମନ୍ତ୍ରଣାଳୟ;
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
23 ଶ୍ରୀ ପ୍ରକାଶ ଜାଭଡେକର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
24 ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ; ଏବଂ
ଦକ୍ଷତା ବିକାଶ ଏବଂ ଉଦଯୋଗ ମନ୍ତ୍ରଣାଳୟ
25 ଶ୍ରୀ ପୀୟୂଷ ଗୋଏଲ ରେଳବାଇ ଏବଂ କୋଇଲା ମନ୍ତ୍ରଣାଳୟ
26 ଶ୍ରୀମତି ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରଣାଳୟ
27 ଶ୍ରୀ ମୁଖତାର ଆବ୍ବାସ ନକଭୀ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

1 ରାଓ ଇନ୍ଦ୍ରଜିତ୍ ସିଂ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଯୋଜନା ମନ୍ତ୍ରଣାଳୟ ଓ
ରାଷ୍ଟ୍ରମନ୍ତ୍ରୀ, ସାର ଏବଂ ରସାୟନ ମନ୍ତ୍ରଣାଳୟ
2 ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ
3 ଶ୍ରୀ ଶ୍ରୀପଦ ଯଶୋ ନାୟକ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଆୟୁର୍ବେଦ,ଯୋଗ ଏବଂ
ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଓ ହୋମିଓପାଥୀ(ଆୟୁଷ) ମନ୍ତ୍ରଣାଳୟ
4 ଡ. ଜିତେନ୍ଦ୍ର ସିଂ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଉତ୍ତର ପୂର୍ବାଂଚଳ ବିକାଶ ମନ୍ତ୍ରଣାଳୟ;
ରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ;
କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ମନ୍ତ୍ରଣାଳୟ;
ରାଷ୍ଟ୍ରମନ୍ତ୍ରୀ ପରମାଣୁ ଶକ୍ତି ବିଭାଗ;ଏବଂ
ମହାକାଶ ବିଭାଗ
 5  ମହେଶ ଶର୍ମା ରାଷ୍ଟ୍ରମନ୍ତ୍ରୀ, (ସ୍ୱାଧୀନ ଦାୟିତ୍ୱ) ସଂସ୍କୃତି ମନ୍ତ୍ରଣାଳୟ;
ଏବଂ ରାଷ୍ଟ୍ରମନ୍ତ୍ରୀ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
6 ଶ୍ରୀ ଗିରିରାଜ ସିଂ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ
7 ଶ୍ରୀ ମନୋଜ ସିହ୍ନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଯୋଗାଯୋଗ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟ
8 କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂ ରାଠୋଡ଼ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ତଥା
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
9 ଶ୍ରୀ ରାଜ କୁମାର ସିଂ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶକ୍ତି ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ନୂତନ ଏବଂ
ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ
10 ଶ୍ରୀ ହରଦୀପ ସିଂ ପୁରୀ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଗୃହ ଯୋଗାଣ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ
11 ଶ୍ରୀ ଆଲଫୋନ୍ସ କନ୍ନନଥାନମ୍ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପର୍ଯ୍ୟଟନ ମନ୍ତ୍ରଣାଳୟ ଓ
ରାଷ୍ଟ୍ରମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ରାଷ୍ଟ୍ର ମନ୍ତ୍ରୀ

1 ଶ୍ରୀ ବିଜୟ ଗୋଏଲ ରାଷ୍ଟ୍ରମନ୍ତ୍ରୀ, ସଂସଦୀୟ ବ୍ୟାପାର ଓ ରାଷ୍ଟ୍ରମନ୍ତ୍ରୀ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ
2 ଶ୍ରୀ ରାଧାକ୍ରିଷ୍ଣନ୍ ପି. ରାଷ୍ଟ୍ରମନ୍ତ୍ରୀ, ଅର୍ଥ ମନ୍ତ୍ରଣାଳୟ ଓ
ଜାହାଜ ଚଳାଚଳ ମନ୍ତ୍ରଣାଳୟ
3 ଶ୍ରୀ ଏସ୍.ଏସ୍ ଆଲୁୱାଲିଆ ରାଷ୍ଟ୍ରମନ୍ତ୍ରୀ, ପାନୀୟ ଜଳ ଏବଂ ପରିମଳ ମନ୍ତ୍ରଣାଳୟ
4 ଶ୍ରୀ ରମେଶ ଚନ୍ଦପ୍ପା ଜିଗାଜିନାଗି ରାଷ୍ଟ୍ରମନ୍ତ୍ରୀ, ପାନୀୟ ଜଳ ଏବଂ ପରିମଳ ମନ୍ତ୍ରଣାଳୟ
5 ଶ୍ରୀ ରାମଦାସ ଅଠାୱଲେ ରାଷ୍ଟ୍ରମନ୍ତ୍ରୀ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ
6 ଶ୍ରୀ ବିଷ୍ଣୁଦେଓ ସାଏ ରାଷ୍ଟ୍ରମନ୍ତ୍ରୀ, ଇସ୍ପାତ ମନ୍ତ୍ରଣାଳୟ
7 ଶ୍ରୀ ରାମକୃପାଳ ଯାଦବ ରାଷ୍ଟ୍ରମନ୍ତ୍ରୀ, ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ
8 ଶ୍ରୀ ହଂସରାଜ ଗଙ୍ଗାରାମ ଅହିର ରାଷ୍ଟ୍ରମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
9 ଶ୍ରୀ ହରିଭାଇ ପାର୍ଥିଭାଇ ଚୌଧୁରୀ  ରାଷ୍ଟ୍ରମନ୍ତ୍ରୀ, ଖଣି ମନ୍ତ୍ରଣାଳୟ ;ଏବଂ
କୋଇଲା ମନ୍ତ୍ରଣାଳୟ
10 ଶ୍ରୀ ରାଜେନ୍ ଗୋସାଇଁ ରାଷ୍ଟ୍ରମନ୍ତ୍ରୀ, ରେଳ ମନ୍ତ୍ରଣାଳୟ
11 ଜେନେରାଲ (ଅବସରପ୍ରାପ୍ତ) ଭିକେ ସିଂ ରାଷ୍ଟ୍ରମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
12 ଶ୍ରୀ ପୁରୁଷୋତମ ରୂପାଲା ରାଷ୍ଟ୍ରମନ୍ତ୍ରୀ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ;ଏବଂ
ରାଷ୍ଟ୍ରମନ୍ତ୍ରୀ ପଞ୍ଚାୟତିରାଜ ମନ୍ତ୍ରଣାଳୟ
13 ଶ୍ରୀ କ୍ରିଷନ ପାଲ୍ ରାଷ୍ଟ୍ରମନ୍ତ୍ରୀ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ
14 ଶ୍ରୀ ଯଶୱନ୍ତସିଂ ସୁମନଭାଇ ଭାଭୋର ରାଷ୍ଟ୍ରମନ୍ତ୍ରୀ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
15 ଶ୍ରୀ ଶିବପ୍ରତାପ ଶୁକ୍ଳା ରାଷ୍ଟ୍ରମନ୍ତ୍ରୀ, ଅର୍ଥ ମନ୍ତ୍ରଣାଳୟ
16 ଶ୍ରୀ ଅଶ୍ୱିନୀ କୁମାର ଚୌବେ ରାଷ୍ଟ୍ରମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ
17 ଶ୍ରୀ ସୁଦର୍ଶନ ଭଗତ୍ ରାଷ୍ଟ୍ରମନ୍ତ୍ରୀ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
18 ଶ୍ରୀ ଉପେନ୍ଦ୍ର କୁଶ୍ୱା ରାଷ୍ଟ୍ରମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
19 ଶ୍ରୀ କିରଣ ରିଜିଜୁ ରାଷ୍ଟ୍ରମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
20 ଶ୍ରୀ ବିରେନ୍ଦ୍ର କୁମାର ରାଷ୍ଟ୍ରମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ
ରାଷ୍ଟ୍ରମନ୍ତ୍ରୀ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ
21 ଶ୍ରୀ ଅନନ୍ତ କୁମାର ହେଗ୍ଡ଼େ ରାଷ୍ଟ୍ରମନ୍ତ୍ରୀ, ଦକ୍ଷତା ବିକାଶ ଏବଂ ଉଦଯୋଗ ମନ୍ତ୍ରଣାଳୟ
22 ଶ୍ରୀ ଏମ୍.ଜେ ଆକବର ରାଷ୍ଟ୍ରମନ୍ତ୍ରୀ, ବୈଦେଶିକ ମନ୍ତ୍ରଣାଳୟ
23 ସାଧ୍ୱୀ ନିରଞ୍ଜନ ଜ୍ୟୋତି ରାଷ୍ଟ୍ରମନ୍ତ୍ରୀ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ
24 ଶ୍ରୀ ୱାଇଏସ୍ ଚୌଧୁରୀ ରାଷ୍ଟ୍ରମନ୍ତ୍ରୀ, ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ;
ରାଷ୍ଟ୍ରମନ୍ତ୍ରୀ, ଭୂବିଜ୍ଞାନ ମନ୍ତ୍ରଣାଳୟ
25 ଶ୍ରୀ ଜୟନ୍ତ ସିହ୍ନା ରାଷ୍ଟ୍ରମନ୍ତ୍ରୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
26 ଶ୍ରୀ ବାବୁଲ୍ ସୁପ୍ରିୟୋ ରାଷ୍ଟ୍ରମନ୍ତ୍ରୀ, ଭାରୀ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରଣାଳୟ
27 ଶ୍ରୀ ବିଜୟ ସାମ୍ପଲା ରାଷ୍ଟ୍ରମନ୍ତ୍ରୀ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ
28 ଶ୍ରୀ ଅର୍ଜୁନରାମ ମେଘୱାଲ ରାଷ୍ଟ୍ରମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ;
ରାଷ୍ଟ୍ରମନ୍ତ୍ରୀ, ଜଳସମ୍ପଦ, ନଦୀ ବିକାଶ, ଗଙ୍ଗା ସଂରକ୍ଷଣ
29 ଅଜୟ ଟାମ୍ଟା ରାଷ୍ଟ୍ରମନ୍ତ୍ରୀ, ବୟନଶିଳ୍ପ ମନ୍ତ୍ରଣାଳୟ
30 ଶ୍ରୀମତୀ କ୍ରିଷ୍ଣା ରାଜ୍ କୃଷି, କୃଷକ କଲ୍ୟାଣ ମନ୍ତ୍ରଣାଳୟ
31 ଶ୍ରୀ ମନସୁଖଲାଲ ମାଣ୍ଡବିୟ ରାଷ୍ଟ୍ରମନ୍ତ୍ରୀ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ;
ରାଷ୍ଟ୍ରମନ୍ତ୍ରୀ, ଜାହାଜ ଚଳାଚଳ ମନ୍ତ୍ରଣାଳୟ;
ରାଷ୍ଟ୍ରମନ୍ତ୍ରୀ, ସାର ଏବଂ ରସାୟନ ମନ୍ତ୍ରଣାଳୟ
32 ଶ୍ରୀମତି ଅନୁପ୍ରିୟା ପଟେଲ ରାଷ୍ଟ୍ରମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ
33 ଶ୍ରୀ ସି.ଆର ଚୌଧୁରୀ ରାଷ୍ଟ୍ରମନ୍ତ୍ରୀ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ;
ରାଷ୍ଟ୍ରମନ୍ତ୍ରୀ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ
34 ଶ୍ରୀ ପି.ପି ଚୌଧୁରୀ ରାଷ୍ଟ୍ରମନ୍ତ୍ରୀ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ;
ରାଷ୍ଟ୍ରମନ୍ତ୍ରୀ, କର୍ପୋରେଟ ବ୍ୟାପାର
35 ଡ. ସୁଭାଷ ରାମରାଓ ଭାମ୍ରେ ରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରଣାଳୟ
36 ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଷ୍ଟ୍ରମନ୍ତ୍ରୀ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ
37 ଡ. ସତ୍ୟପାଲ ସିଂ ରାଷ୍ଟ୍ରମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ; ଏବଂ
ରାଷ୍ଟ୍ରମନ୍ତ୍ରୀ, ଜଳ ସମ୍ପଦ, ନଦୀ ବିକାଶ ଏବଂ
ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ

(03.09.2017 ସୁଦ୍ଧା ମନ୍ତ୍ରୀପରିଷଦର ପରିବର୍ତ୍ତନ ଏଥିରେ ସାମିଲ ରହିଛି)

ଡାଉନଲୋଡ ପାଇଁ ଏଠାରେ କ୍ଲିକ କରନ୍ତୁ (ପିଡିଏଫ ଫରମାର୍ଟ)