ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜନ୍ମ ବାର୍ଷିକୀରେ ମୌଲାନା ଆବୁଲ କଲାମ ଆଜାଦ ଓ ଆଚାର୍ଯ୍ୟ ଜେବି କୃପାଳିନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ୍ମ ବାର୍ଷିକୀରେ ମୌଲାନା ଆବୁଲ କଲାମ ଆଜାଦ ଓ ଆଚାର୍ଯ୍ୟ ଜେବି କୃପାଳିନୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଭାରତ ଇତିହାସର ଦୁଇ ଯୋଗଜନ୍ମା ପୁରୁଷ ମୌଲାନା ଆବୁଲ କଲାମ ଆଜାଦ ଓ ଆଚାର୍ଯ୍ୟ ଜେବି କୃପାଳିନୀଙ୍କୁ ସେମାନଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ସ୍ଵାଧୀନତା ସଂଗ୍ରାମ ଓ ପରବର୍ତ୍ତୀ କାଳରେ ରାଷ୍ଟ୍ର ନିର୍ମାଣ ଦିଗରେ ସେମାନଙ୍କ ଅବଦାନ ଉଲ୍ଲେଖନୀୟ”, ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****