ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀରେ ଚତୁର୍ଦ୍ଦଶ ଭାରତ-ୟୁରୋପୀୟ ୟୁନିୟନ ଶିଖର ବୈଠକରେ ସ୍ୱାକ୍ଷରିତ ରାଜିନାମା ତାଲିକା (ଅକ୍ଟୋବର 06, 2017)

କ୍ରମିକ ସଂଖ୍ୟା

ରାଜିନାମା

ଭାରତୀୟ

ହସ୍ତାକ୍ଷରକାରୀ

ୟୁରୋପୀୟ ୟୁନିୟନ ହସ୍ତାକ୍ଷରକାରୀ

1.

ୟୁରୋପୀୟ ୟୁନିୟନ ଏବଂ ୟୁରୋପୀୟ ଗବେଷଣା ପରିଷଦ ଦ୍ଵାରା ଭାରତୀୟ ଗବେଷକଙ୍କ ପାଇଁ ପ୍ରାୟୋଜିତ ୟୁରୋପୀୟ କମିଶନ ଏଣ୍ଡ ସାଇନ୍ସ ଏଣ୍ଡ ଇଞ୍ଜିନିଅରିଂ ବୋର୍ଡ ମଧ୍ୟରେ କାର୍ଯ୍ୟକ୍ରମ ରୂପାୟନ ଲାଗି ବ୍ୟବସ୍ଥା

ଡଃ ଆର.ଶର୍ମା (ଏସଇଆରବି ସଚିବ)

ମିଷ୍ଟର ତୋମାସଜ କଜଲୋସ୍କି (ୟୁରୋପୀୟ ୟୁନିୟନର ରାଷ୍ଟ୍ରଦୂତ)

2.

ବାଙ୍ଗାଲୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ ଆର-6 ଲାଇନ ନିର୍ମାଣ ପାଇଁ 500 ନିୟୁତ ୟୁରୋ ମଧ୍ୟରୁ 300 ନିୟୁତ ୟୁରୋର ଆର୍ଥିକ ଠିକା

ଶ୍ରୀ ସୁବାଷ ଚନ୍ଦ୍ର ଗର୍ଗ (ସଚିବ, ଡିଇଏ)

ମିଷ୍ଟର ଆନ୍ଦୃ ମାକଡୋୱେଲ (ଉପସଭାପତି, ଇଆଇବି)

3.

ଆନ୍ତର୍ଜାତିକ ସୌର ମେଣ୍ଟର ମଧ୍ୟବର୍ତ୍ତିକାଳୀନ ସଚିବାଳୟ ଏବଂ ୟୁରୋପୀୟ ନିବେଶ ବ୍ୟାଙ୍କ ମଧ୍ୟରେ ଯୁଗ୍ମ ଘୋଷଣାନାମା

ଶ୍ରୀ ଉପେନ୍ଦ୍ର ତ୍ରିପାଠୀ (ମହାସଚିବ, ଆନ୍ତର୍ଜାତିକ ସୌର ମେଣ୍ଟ ସଚିବାଳୟ)

ମିଷ୍ଟର ଆନ୍ଦୃ ମାକଡୋୱେଲ (ଉପସଭାପତି, ଇଆଇବି)

 

***