ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଦାର-କାଲବୁର୍ଗୀ ନୂଆ ରେଳ ଲାଇନ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଦାର ରେଳଷ୍ଟେସନଠାରେ ଫଳକ ଉନ୍ମୋଚନ ସହିତ ବିଦାର-କାଲବୁର୍ଗୀ ନୂଆ ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ବିଦାର ଏବଂ କାଲବୁର୍ଗୀ ମଧ୍ୟରେ DEMU ରେଳ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

**********

Your Comment

ଆପଣଙ୍କ ଇମେଲ ଠିକଣା ପ୍ରକାଶିତ କରାଯିବ ନାହିଁ । Required fields are marked *

CAPTCHA Image

*