ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ କୁନ୍ଦନ ଶାହାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଶ୍ରୀ କୁନ୍ଦନ ଶାହାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।

“ଶ୍ରୀ କୁନ୍ଦନ ଶାହାଙ୍କ ବିୟୋଗରେ ମୁଁ ଦୁଃଖିତ । ସାଧାରଣ ନାଗରିକଙ୍କ ଜୀବନ ଓ ସଂଘର୍ଷକୁ ପରଦାରେ ଦେଖାଇବା ଲାଗି ହାସ୍ୟ ଏବଂ ବ୍ୟଙ୍ଗର ଚମତ୍କାର ଉପଯୋଗ ଲାଗି ସେ ସ୍ମରଣୀୟ ହୋଇରହିବେ । ମୁଁ ତାଙ୍କ ପରିବାର ଏବଂ ସ୍ୱଜନଙ୍କ ପ୍ରତି ସମବେଦନା ଜଣାଉଛି । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***

Your Comment

ଆପଣଙ୍କ ଇମେଲ ଠିକଣା ପ୍ରକାଶିତ କରାଯିବ ନାହିଁ । Required fields are marked *

CAPTCHA Image

*