ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

17 ବର୍ଷରୁ କମ ଫିଫା ବିଶ୍ଵ କପ ଫୁଟବଲରେ ଭାଗ ନେଉଥିବା ସବୁ ଦଳକୁ ସ୍ଵାଗତ,ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

17 ବର୍ଷରୁ କମ ଫିଫା ବିଶ୍ଵ କପ ଫୁଟବଲରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାଗତ କରିବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“17 ବର୍ଷରୁ କମ ଫିଫା ବିଶ୍ଵ କପ ଫୁଟବଲରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳକୁ ସ୍ଵାଗତ ଏବଂ ଶୁଭେଚ୍ଛା । ମୁଁ ନିଶ୍ଚିତ ଯେ, ଫୁଟବଲ ପ୍ରେମୀଙ୍କ ପାଇଁ ଫିଫା ଅଣ୍ଡର-17 ବିଶ୍ଵ କପ ଏକ ଉପହାର ହେବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********