ପିଏମଇଣ୍ଡିଆ
ରାଷ୍ଟ୍ରୀୟ କ୍ରିଡା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରୀଡାପ୍ରେମୀଙ୍କୁ ଅଭିନନ୍ଦନ ଜଣାଇବା ସହିତ କ୍ରିଡା ଏବଂ ଖେଳୁଆଡ ମନୋବୃତ୍ତି ଆମ ସମାଜରେ ସବୁବେଳେ ଝଲସିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
“ରାଷ୍ଟ୍ରୀୟ କ୍ରିଡା ଦିବସରେ ମୁଁ ଭାରତର ସମସ୍ତ କ୍ରିଡାପ୍ରେମୀଙ୍କୁ ଅଭିନନ୍ଦନ ଜଣାଉଛି । ଆଶା କରୁଛି କ୍ରିଡା ଏବଂ କ୍ରୀଡା ମନୋଭାବ ଆମ ସମାଜରେ ଝଲସିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
On National Sports Day I congratulate all sports lovers across India & hope sports & sportsmanship will always shine in our society.
— Narendra Modi (@narendramodi) August 29, 2016
My tributes to the great Dhyan Chand. Spoke about his brilliance during #MannKiBaat yesterday. https://t.co/kW8xZamQL5
— Narendra Modi (@narendramodi) August 29, 2016