ପିଏମଇଣ୍ଡିଆ
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧିର ସ୍ୱାକ୍ଷର ଓ ଅନୁମୋଦନ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁଜ ସଂକେତ ପ୍ରଦାନ କରାଯାଇଛି ।
ଏହି ସନ୍ଧି ଆଫଗାନିସ୍ତାନରୁ ଆସୁଥିବା ଏବଂ ଯାଉଥିବା ଆତଙ୍କବାଦୀ, ଆର୍ଥିକ ଅପରାଧୀ ଏବଂ ଅନ୍ୟ ଅପରାଧୀମାନଙ୍କ ପ୍ରତ୍ୟର୍ପଣ କରିବା ନେଇ ଆଇନଗତ ଢାଞ୍ଚା ଉପଲବଧ ହେବ ।