Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଜୟ ଦଶମୀରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜୟ ଦଶମୀ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ ଆପଣମାନଙ୍କୁ ସମସ୍ତଙ୍କୁ ବିଜୟ ଦଶମୀର ଅଭିନନ୍ଦନ । ପବିତ୍ର ବିଜୟ ଦଶମୀର ପାର୍ବଣରେ ସମସ୍ତଙ୍କୁ ମୋର ଶୁଭକାମନା” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।


**********