ପିଏମଇଣ୍ଡିଆ
ସାଂସଦ ଏବଂ ମନ୍ତ୍ରୀମାନଙ୍କର ବୈଠକ
1- ବ୍ରିକ୍ସ ମହିଳା ସାଂସଦମାନଙ୍କ ପରିଷଦ (20-21 ଅଗଷ୍ଟ 2016, ଜୟପୁର)
2- ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କର ବୈଠକ (15-16 ସେପ୍ଟେମ୍ବର 2016, ନୂଆଦିଲ୍ଲୀ)
3- ବ୍ରିକ୍ସ କୃଷି ମନ୍ତ୍ରୀମାନଙ୍କର ବୈଠକ (23 ସେପ୍ଟେମ୍ବର 2016, ନୂଆଦିଲ୍ଲୀ)
4- ବ୍ରିକ୍ସ ବିପର୍ଯୟ ପରିଚାଳନା ମନ୍ତ୍ରୀମାନଙ୍କର ବୈଠକ (22-13 ଅଗଷ୍ଟ 2016, ଉଦୟପୁର)
5- ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କର ବୈଠକ (30 ସେପ୍ଟେମ୍ବର 2016, ନୂଆଦିଲ୍ଲୀ)
6- ବ୍ରିକ୍ସ ପରିବେଶ ମନ୍ତ୍ରୀମାନଙ୍କର ବୈଠକ (15 ସେପ୍ଟେମ୍ବର 2016, ଗୋଆ)
7- ବ୍ରିକ୍ସ ଅର୍ଥ ମନ୍ତ୍ରୀ ଏବଂ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ନରମାନଙ୍କ ବୈଠକ (14 ଏପ୍ରିଲ 2016, ୱାସିଂଟନ, 14 ଅକ୍ଟୋବର 2016, ଗୋଆ)
8- ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀ/ ଅନ୍ତର୍ଜାତୀୟ ସଂପର୍କ ସଂଯୁକ୍ତ ରାଷ୍ଟ୍ର ମହାସଭା ମଧ୍ୟରେ ଅତିରିକ୍ତ ସମୟର ବୈଠକ (20 ସେପ୍ଟେମ୍ବର 2016, ନ୍ୟୁୟର୍କ)
9- ବ୍ରିକ୍ସ ସ୍ଵାସ୍ଥ୍ୟ ମନ୍ତ୍ରୀ ଏବଂ 69ତମ ବିଶ୍ଵ ସ୍ଵାସ୍ଥ୍ୟ ସଭାର ପ୍ରତିନିଧିମଣ୍ଡଳର ପ୍ରମୁଖମାନଙ୍କର ମଧ୍ୟାନ୍ନ-ଭୋଜ ବୈଠକ (24 ମଇ 2016, ଜେନେଭା)
10- ବ୍ରିକ୍ସ ଶ୍ରମ ଏବଂ ରୋଜଗାର ମନ୍ତ୍ରୀମାନଙ୍କର ବୈଠକ (9 ଜୁନ 2016, ଆଇଏଲଓ ବୈଠକ ସମୟରେ, ଜେନେଭା, 27-18 ସେପ୍ଟେମ୍ବର 2016, ଆଗ୍ରା)
11- ଚତୁର୍ଥ ବ୍ରିକ୍ସ ବିଜ୍ଞାନ, ଜ୍ଞାନ କୌଶଳ ଏବଂ ନବସୃଜନ ମନ୍ତ୍ରୀମାନଙ୍କ ବୈଠକ (8 ଅକ୍ଟୋବର 2016, ଜୟପୁର)
12- ବ୍ରିକ୍ସ ବାଣିଜ୍ୟ ମନ୍ତ୍ରୀମାନଙ୍କ ବୈଠକ (13 ଅକ୍ଟୋବର 2016, ନୂଆଦିଲ୍ଲୀ)
କାର୍ଯ୍ୟକାରିଣୀ ଗୋଷ୍ଠୀ/ ବରିଷ୍ଠ ଅଧିକାରୀ/ ଜ୍ଞାନ କୌଶଳ ଗୋଷ୍ଠୀ/ ବିଶେଷଜ୍ଞ ଗୋଷ୍ଠୀ
13- କୃଷି ବ୍ରିକ୍ସ କାର୍ଯ୍ୟକାରିଣୀ ଗୋଷ୍ଠୀଙ୍କ ବୈଠକ (22 ସେପ୍ଟେମ୍ବର 2016, ନୂଆଦିଲ୍ଲୀ)
14- ବ୍ରିକ୍ସ କୃଷି ଅନୁସନ୍ଧାନ କ୍ଷେତ୍ର ବିଶେଷଜ୍ଞମାନଙ୍କର ବୈଠକ ( 27-18 ଜୁନ 2016, ନୂଆଦିଲ୍ଲୀ, 21 ସେପ୍ଟେମ୍ବର 2016, ନୂଆଦିଲ୍ଲୀ)
15- ବ୍ରିକ୍ସ ଦୁର୍ନିତୀ ନିବାରଣ ବରିଷ୍ଠ ଅଧିକାରୀମାନଙ୍କ ବୈଠକ (16 ମାର୍ଚ୍ଚ 2016, ପ୍ୟାରିସଠାରେ ଓଇସିଡି ଲାଂଚ ବିରୋଧୀ ଶିଖର ସମ୍ମିଳନୀ, 8 ଜୁନ 2016, ଲଣ୍ଡନଠାରେ ଦ୍ଵିତୀୟ ଜି-20 ଏସିଡବ୍ଲୁଜି ବୈଠକ )
16- ନିଶା ନିରୋଧୀ କାର୍ଯ୍ୟକାରିଣୀ ଗୋଷ୍ଠୀ ବୈଠକ (8 ଜୁଲାଇ 2016, ନୂଆଦିଲ୍ଲୀ)
17- ବ୍ରିକ୍ସ ଅନ୍ତର୍ରାଷ୍ଟ୍ରୀୟ ଲିଗାଲ ପରିଷଦ ପ୍ରତିଯୋଗୀ ଅଧିକାରୀମାନଙ୍କର ବୈଠକ (19 ମଇ 2016, ସେଣ୍ଟ ପିଟର୍ସବଗ, ଋଷ)
18- ଅର୍ଥନୀତି ଏବଂ ବାଣିଜ୍ୟ ସମସ୍ୟା ବ୍ରିକ୍ସ କଣ୍ଟାକ୍ଟ ଗୋଷ୍ଠୀଙ୍କ (ସିଜିଇଟିଆଇ)ର ବୈଠକ (12 ଏପ୍ରିଲ 2016, ନୂଆଦିଲ୍ଲୀ, 29 ଜୁଲାଇ 2016, ଆଗ୍ରା, 12 ଅକ୍ଟୋବର 2016, ନୂଆଦିଲ୍ଲୀ)
19- ଆତଙ୍କବାଦର ମୁକାବିଲା କର୍ମକର୍ତ୍ତା ଗୋଷ୍ଠୀଙ୍କର (14 ସେପ୍ଟେମ୍ବର 2016, ନୂଆଦିଲ୍ଲୀ)
20- ବିଶ୍ଵ କଷ୍ଟମ ସଂସ୍ଥା ସମ୍ମିଳନୀରେ ବ୍ରିକ୍ସ କଷ୍ଟମ ସଂସ୍ଥାମାନଙ୍କର ବୈଠକ (11-16 ଜୁଲାଇ 2016, ବ୍ରୁସେଲ୍ସ)
21- ବ୍ରିକ୍ସ କଷ୍ଟମ ପରିଚାଳନା ମୁଖ୍ୟମାନଙ୍କର ବୈଠକ (15-16 ଅକ୍ଟୋବର 2016, ଗୋଆ)
22- ଭାରତୀୟ ବିକାଶ ସହଯୋଗ ପାଇଁ ବ୍ରିକ୍ସ ବିକାଶ ମିଳିତ ପ୍ରଶାସନ (ଡିପିଏ) ଏବଂ ଫୋରମ ବୈଠକ (ଏଫଆଇଡିସି) (6-7 ଅଗଷ୍ଟ 2016, ନୂଆଦିଲ୍ଲୀ)
23- ବ୍ରିକ୍ସ ବରିଷ୍ଠ ଶିକ୍ଷା ଅଧିକାରୀମାନଙ୍କର ବୈଠକ (୨୯ ସେପ୍ଟେମ୍ବର 2016, ନୂଆଦିଲ୍ଲୀ)
24- ବିଶ୍ଵବିଦ୍ୟାଳୟ ଲିଗ୍ ସଦସ୍ୟମାନଙ୍କର ପ୍ରଥମ ବୈଠକ (2 ଏପ୍ରିଲ 2016, ବେଜିଂଗ)
25- ଶକ୍ତି ସଂରକ୍ଷଣ ଏବଂ ଶକ୍ତି ଦକ୍ଷତା ବିକାଶ କାର୍ଯ୍ୟକର୍ତ୍ତା ଗୋଷ୍ଠୀଙ୍କର ବୈଠକ (4-5 ଜୁଲାଇ 2016, ବିଶାଖାପାଟଣା)
26- ରୋଜଗାର କାର୍ଯ୍ୟକାରିଣୀ ଗୋଷ୍ଠୀ ବୈଠକ (27-28 ଜୁଲାଇ 2016, ହାଇଦ୍ରାବାଦ)
27- ବ୍ରିକ୍ସ ପରିବେଶ କାର୍ଯ୍ୟକାରିଣୀ ଗୋଷ୍ଠୀ ବୈଠକ (15 ସେପ୍ଟେମ୍ବର 2016, ଗୋଆ)
28- ବ୍ରିକ୍ସ ବିଦେଶ ନୀତି ଉପରେ ଆଲୋଚନା (25-26 ଜୁଲାଇ 2016, ପାଟଣା)
29- ରପ୍ତାନି କ୍ରେଡିଟ ସଂସ୍ଥାଗୁଡିକର ପ୍ରମୁଖ ମାନଙ୍କର ବୈଠକ (ଇସିଏ) (13 ଅକ୍ଟୋବର 2016, ନୂଆଦିଲ୍ଲୀ)
30- ଏଫଏଟିଏଫ ବ୍ରିକ୍ସ ଅର୍ଥ ଅଧିକାରୀମାନଙ୍କର ଷଷ୍ଠ ଅନୌପଚାରିକ ବୈଠକ (16 ଫେବୃଆରୀ 2016, ପ୍ୟାରିସ)
31- ଏଫଏଟିଏଫ ବ୍ରିକ୍ସ ଅର୍ଥ ଅଧିକାରୀମାନଙ୍କର ସପ୍ତମ ଅନୌପଚାରିକ ବୈଠକ (18-24 ଜୁନ 2016, ବୁସନ, ଆରଓକେ)
32- ବ୍ରିକ୍ସ ବିକାଶ ବ୍ୟାଙ୍କଗୁଡିକର ଟେକ୍ନିକାଲ ଗୋଷ୍ଠୀମାନଙ୍କର ବୈଠକ (10-11, 2016, ଉଦୟପୁର)
33- ବ୍ରିକ୍ସ ବିକାଶ ବ୍ୟାଙ୍କଗୁଡିକର କାର୍ଯ୍ୟକାରିଣୀ ଗୋଷ୍ଠୀ ବୈଠକ (28-29 ଜୁଲାଇ 2016, ମୁମ୍ବାଇ)
34- ବ୍ରିକ୍ସ ବିକାଶ ବ୍ୟାଙ୍କଗୁଡିକର କାର୍ଯ୍ୟକାରିଣୀ ଗୋଷ୍ଠୀ ବୈଠକ (ଆଂଚଳିକ ଚଳନ୍ତି ମୁଦ୍ରା ଅର୍ଥଯୋଗାଣ) (14 ଅକ୍ଟୋବର 2016, ଗୋଆ)
35- ବ୍ରିକ୍ସ ବିକାଶ ବ୍ୟାଙ୍କଗୁଡିକର କାର୍ଯ୍ୟକାରିଣୀ ଗୋଷ୍ଠୀ ବୈଠକ(ନବସୃଜନ ଅର୍ଥ ଯୋଗାଣ) (14 ଅକ୍ଟୋବର 2016, ଗୋଆ)
36- ବ୍ରିକ୍ସ ଆନ୍ତଃ ବ୍ୟାଙ୍କ ସହଯୋଗ ବ୍ୟବସ୍ଥାର ବାର୍ଷିକ ବୈଠକ (15 ଅକ୍ଟୋବର 2016, ଗୋଆ)
37- ବ୍ରିକ୍ସ ବିକାଶ ବ୍ୟାଙ୍କଗୁଡିକର ମୁଖ୍ୟମାନଙ୍କ ଏନଡିବି ସହ ବୈଠକ (15-16 ଅକ୍ଟୋବର 2016, ଗୋଆ)
38- ବୋର୍ଡ ଅଫ ଗଭର୍ଣ୍ଣର୍ସମାନଙ୍କର ବ୍ରିକ୍ସ ଏନଡିବି ସହିତ ପ୍ରଥମ ବାର୍ଷିକ ବୈଠକ (20 ଜୁଲାଇ 2016, ସାଂଘାଇ)
39- ବ୍ରିକ୍ସ ସମ୍ଭାବିତ ରିଜର୍ଭ ବ୍ୟବସ୍ଥା କାର୍ଯ୍ୟକାରିଣୀ ଗୋଷ୍ଠୀ ବୈଠକ (25 ଫେବୃଆରୀ 2016, ସାଂଘାଇ)
40- ଦ୍ଵିତୀୟ ବ୍ରିକ୍ସ ସମ୍ଭାବିତ ରିଜର୍ଭ ବ୍ୟବସ୍ଥାର ଷ୍ଟାଣ୍ଡିଂ କମିଟି ବୈଠକ (26 ଫେବୃଆରୀ 2016, ୱାଶିଂଟନ)
41- ଦ୍ଵିତୀୟ ବ୍ରିକ୍ସ ସମ୍ଭାବିତ ରିଜର୍ଭ ବ୍ୟବସ୍ଥାର ଗଭର୍ଣ୍ଣିଂ ପରିଷଦ ବୈଠକ (6 ଅକ୍ଟୋବର 2016, ୱାଶିଂଟନ)
42- ବ୍ରିକ୍ସ କାର୍ଯ୍ୟକାରିଣୀ ଗୋଷ୍ଠୀଙ୍କର ଜିଓସ୍ପାଟିଆଲ ଟେକ୍ନୋଲୋଜି ଏବଂ ଆପ୍ଲିକେସନ (2 ମାର୍ଚ୍ଚ 2016, ନଇଡା)
43- ବୌଦ୍ଧିକ ସଂପଦ କାର୍ଯ୍ୟ।ଳୟର ପ୍ରମୁଖମାନଙ୍କର ଷଷ୍ଠ ବୈଠକ (ଏଚଆଇପିଓ) ( 20-22 ଜୁନ 2016, ମସ୍କୋ)
44- ବ୍ରିକ୍ସ ନେଟୱାର୍କ ବିଶ୍ଵବିଦ୍ୟାଳୟ ଅନ୍ତର୍ଜାତୀୟ ଗଭର୍ଣ୍ଣିଂ ବୋର୍ଡ (ଆଇଜିବି) (27 ସେପ୍ଟେମ୍ବର 2016, ମୁମ୍ବଇ)
45- ବ୍ରିକ୍ସ ରେଳବାଇ ବିଶେଷଜ୍ଞମାନଙ୍କର ବୈଠକ ( 29 ଏପ୍ରିଲ 2016, ଲକ୍ଷ୍ନୌ, 14-15 ଜୁଲାଇ 2016, ସିକନ୍ଦରାବାଦ)
46- ବିଜ୍ଞାନ, କାରିଗରୀ କୌଶଳର ବରିଷ୍ଠ ଅଧିକାରୀମାନଙ୍କର ଷଷ୍ଠ ବ୍ରିକ୍ସ ବୈଠକ (7 ଅକ୍ଟୋବର 2016, ଜୟପୁର)
47- ବ୍ରିକ୍ସ ବିଜ୍ଞାନ, କାରିଗରୀ କୌଶଳ ଅର୍ଥଯୋଗାଣକାରୀ କାର୍ଯ୍ୟକାରିଣୀ ଗୋଷ୍ଠୀଙ୍କର ବୈଠକ (6 ଅକ୍ଟୋବର 2016, ଜୟପୁର)
48- ବ୍ରିକ୍ସ ଗଣିତ ଜ୍ୟୋତିଷ କାର୍ଯ୍ୟକାରିଣୀ ଗୋଷ୍ଠୀର ଦ୍ଵିତୀୟ ବୈଠକ (8 ସେପ୍ଟେମ୍ବର 2016, ଏକାଟେରିନବର୍ଗ)
49- ବ୍ରିକ୍ସ ଦେଶମାନଙ୍କର ପ୍ରଥମ ଫୋଟୋନିକ୍ସ ସମ୍ମିଳନୀ (30-31 ମଇ 2016, ମସ୍କୋ)
50- ବ୍ରିକ୍ସ ଅଧିକାରୀମାନଙ୍କର ପ୍ରାକୃତିକ ବିପର୍ଯ୍ୟୟ ଏବଂ ଏହାର ଲଘୁକରଣ ଉପରେ ସ୍ଵତନ୍ତ୍ର ଅଧିବେଶନର ଦ୍ଵିତୀୟ ବୈଠକ (26 ଅଗଷ୍ଟ 2016, ସେଣ୍ଟ ପିଟର୍ସବର୍ଗ)
51- ବ୍ରିକ୍ସ ସେରପା ଏବଂ ସୋସ ସେରପା ବୈଠକ (29-30 ଏପ୍ରିଲ, ଜୟପୁର, 5-6 ଅଗଷ୍ଟ 2016, ଭୋପାଳ, 2-3 ସେପ୍ଟେମ୍ବର 2016, ହାଂଗେଯାଉ, 8-10 ଅକ୍ଟୋବର 2016, ନୂଆଦିଲ୍ଲୀ, 12-13 ଅକ୍ଟୋବର 2016, ଗୋଆ)
52- ବ୍ରିକ୍ସ ଜାତୀୟ ପରିସଂଖ୍ୟାନ ସଂସ୍ଥାମାନଙ୍କର ଟେକନିକାଲ ଲେଭଲ ବୈଠକ (24-26 ଫେବୃଆରୀ 2016, ନୂଆଦିଲ୍ଲୀ)
53- ବ୍ରିକ୍ସ ସୁପ୍ରିମ ଅଡିଟ ସଂସ୍ଥାମାନଙ୍କର ବୈଠକ (24 ଜୁନ 2016, ବେଜିଂ)
ଆଲୋଚନାଚକ୍ର ଏବଂ କାର୍ଯ୍ୟଶାଳା
54- ବ୍ରିକ୍ସ ଶିକ୍ଷା ପରିଷଦ (19-22 ସେପ୍ଟେମ୍ବର 2016, ଗୋଆ)
55- ବ୍ରିକ୍ସ ବିଶେଷଜ୍ଞ ମଣ୍ଡଳୀ ପରିଷଦ ବୈଠକ (23 ସେପ୍ଟେମ୍ବର 2016, ନୂଆଦିଲ୍ଲୀ)
56- ବ୍ରିକ୍ସ ସିଭିଲ ପରିଷଦ (3-4 ଅକ୍ଟୋବର 2016, ନୂଆଦିଲ୍ଲୀ)
57- ବ୍ରିକ୍ସ ଡିଜିଟାଲ କନକ୍ଲେଭ (28-29 ଏପ୍ରିଲ 2016, ନୂଆଦିଲ୍ଲୀ)
58- ଅନ୍ତର୍ଜାତୀୟ ଆର୍ବିଟ୍ରେସନ ମେକାନିଜିମ କାର୍ଯ୍ୟଶାଳା (27 ଅଗଷ୍ଟ 2016, ନୂଆଦିଲ୍ଲୀ)
59- ବ୍ରିକ୍ସ ବିକାଶଶୀଳ ବଣ୍ଡ ମାର୍କେଟ କ୍ଷେତ୍ରରେ ବିଭିନ୍ନ ଆହ୍ବାନ ଉପରେ ସମ୍ମିଳନୀ (27 ସେପ୍ଟେମ୍ବର 2016, ମୁମ୍ବାଇ)
60- ବ୍ରିକ୍ସ ଅର୍ଥନୈତିକ ପରିଷଦ (13-14 ଅକ୍ଟୋବର 2016, ଗୋଆ)
61- ବ୍ରିକ୍ସ ଆର୍ଥିକ ପରିଷଦ (15 ଅକ୍ଟୋବର 2016, ଗୋଆ)
62- ବ୍ରିକ୍ସ ଦେଶଗୁଡିକର ଆର୍ଥିକ ସମାବେଶ ଉପରେ କାର୍ଯ୍ୟଶାଳା (19 ସେପ୍ଟେମ୍ବର 2016,ମୁମ୍ବାଇ)
63- ଦୀର୍ଘସ୍ଥାୟୀ ଭିତ୍ତିଭୂମି ଅର୍ଥ ଯୋଗାଣ ଏବଂ ସହଭାଗୀତାର ସଫଳ କାହାଣୀ ଉପରେ ସମ୍ମିଳନୀ (22 ସେପ୍ଟେମ୍ବର 2016, ନୂଆଦିଲ୍ଳୀ)
64- ପୁଂଜିନିବେଶ ଗତି ଉପରେ କାର୍ଯ୍ୟଶାଳା (13 ଅକ୍ଟୋବର 2016, ମୁମ୍ବାଇ)
65- ବ୍ରିକ୍ସ ଦିବ୍ୟାଙ୍ଗ କଳାକାରମାନଙ୍କର କାର୍ଯ୍ୟକ୍ରମର ପରସ୍ପର ମଧ୍ୟରେ ଭାବ ବିନିମୟ (6-15 ସେପ୍ଟେମ୍ବର, ଜୟପୁର)
66- ଔଷଧ ଏବଂ ବାଣିଜ୍ୟ ଉପଲବ୍ଧତା ଚୁକ୍ତିଗୁଡିକ ଉପରେ କାର୍ଯ୍ୟଶାଳା (23 ମଇ, ଜେନେଭା)
67- ସ୍ଵାସ୍ଥ୍ୟ ସଂନିରୀକ୍ଷଣ ବ୍ୟବସ୍ଥା ଉପରେ କର୍ମଶାଳା (1-2 ଅଗଷ୍ଟ 2016, ବେଙ୍ଗାଲୁରୁ)
68- ବ୍ରିକ୍ସ ନେଟଓ୍ବାର୍କ ବିଶ୍ବବିଦ୍ୟାଳୟର ପ୍ରଥମ ସାଧାରଣ ସମ୍ମିଳନୀ (7-8 ଏପ୍ରିଲ 2016, ଏକାଟେରିନବର୍ଗ, ଋଷ)
69- ଦକ୍ଷତା ବୃଦ୍ଧି କର୍ମଶାଳା (25-29 ଜୁଲାଇ 2016, ମୁମ୍ବାଇ)
70- ରପ୍ତାନି କ୍ରେଡିଟ ଉପରେ କାର୍ଯ୍ୟଶାଳା (14 ଅକ୍ଟୋବର 2016, ଗୋଆ)
71- ଏମଏସଏମଇର ଦ୍ଵିତୀୟ ଗୋଲ ଟେବୁଲ ବୈଠକ ଏବଂ ସେବା ଉପରେ ଅଧିବେଶନ (28 ଜୁଲାଇ 2016, ଆଗ୍ରା)
72- ବ୍ରିକ୍ସ ଏନଟିଏମ ଏବଂ ସେବା ଅଧିବେଶନ (11 ଏପ୍ରିଲ 2016, ନୂଆଦିଲ୍ଲୀ)
73- ବ୍ରିକ୍ସ ଜଳ ପରିଷଦ (29-30 ସେପ୍ଟେମ୍ବର2016, ମସ୍କୋ)
74- ବ୍ରିକ୍ସ ୱେଲନେସ ପରିଷଦ (10-11 ସେପ୍ଟେମ୍ବର 2016, ବେଙ୍ଗାଲୁରୁ)
75- ବ୍ରିକ୍ସ ସହରୀକରଣ ପରିଷଦର ତୃତୀୟ ବୈଠକ (14-16 ସେପ୍ଟେମ୍ବର 2016, ବିଶାଖାପାଟଣା)
76- ବ୍ରିକ୍ସ ବନ୍ଧୁତ୍ଵ ସହର ସଭା (14-16 ଏପ୍ରିଲ 2016, ମୁମ୍ବାଇ)
77- ବ୍ରିକ୍ସ ସ୍ମାର୍ଟ ସହର କର୍ମଶାଳା (17-19 ଅଗଷ୍ଟ 2016, ଜୟପୁର)
ବାଣିଜ୍ୟ ପରିଷଦ
78- ବ୍ରିକ୍ସ ବାଣିଜ୍ୟ ପରିଷଦ (14 ଅକ୍ଟୋବର 2016, ନୂଆଦିଲ୍ଲୀ, 15 ଅକ୍ଟୋବର, ଗୋଆ)
79- ବ୍ରିକ୍ସ ବାଣିଜ୍ୟ ପରିଷଦର ବ୍ରିକ୍ସ ନେତୃବୃନ୍ଦଙ୍କ ସହ ଆଲୋଚନା (16 ଅକ୍ଟୋବର 2016, ଗୋଆ)
80- ବ୍ରିକ୍ସ ବାଣିଜ୍ୟ ପରିଷଦ (13 ଅକ୍ଟୋବର 2016, ନୂଆଦିଲ୍ଲୀ)
ଜନତା-ଜନତା ଏବଂ ବାଣିଜ୍ୟିକ ଆଦାନପ୍ରଦାନ
81- ବ୍ରିକ୍ସ ବାଣିଜ୍ୟ ମେଳା (12-14 ଅକ୍ଟୋବର 2016, ନୂଆଦିଲ୍ଲୀ)
82- ବ୍ରିକ୍ସ ଚଳଚ୍ଚିତ୍ର ଉତ୍ସବ (2-6 ସେପ୍ଟେମ୍ବର 2016, ନୂଆଦିଲ୍ଲୀ)
83- ବ୍ରିକ୍ସ ପର୍ଯ୍ୟଟନ ସମ୍ମିଳନୀ (1-2 ସେପ୍ଟେମ୍ବର 2016, ଖଜୁରାଓ)
84- ବ୍ରିକ୍ସ ଅଣ୍ଡର-17 ଫୁଟବଲ ଟୁର୍ଣ୍ଣାମେଣ୍ଟ(5-15 ଅକ୍ଟୋବର 2016, ଦିଲ୍ଲୀ-ଗୋଆ)
85- ବ୍ରିକ୍ସ ଯୁବ କୁଟନୀତିଜ୍ଞ ପରିଷଦ (3-6 ସେପ୍ଟେମ୍ବର 2016, କୋଲକାତା)
86- ବ୍ରିକ୍ସ ଯୁବ ବିଜ୍ଞାନୀମାନଙ୍କର ସଭା (26-30 ସେପ୍ଟେମ୍ବର 2016, ବେଙ୍ଗାଲୁରୁ)
87- ବ୍ରିକ୍ସ ଯୁବ ଶିଖର ସମ୍ମିଳନୀ (1-3 ଜୁଲାଇ 2016, ଗୁଆହାଟି)
88- ବ୍ରିକ୍ସ ସଂସଦୀୟ ପରିଷଦ (ଆଇପିୟୁ ଆଧାରରେ)
89- ବ୍ରିକ୍ସ ଶକ୍ତି ମନ୍ତ୍ରୀମାନଙ୍କର ବୈଠକ
90- ବ୍ରିକ୍ସ ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କର ଷଷ୍ଠ ବୈଠକ
91- ବ୍ରିକ୍ସ ଟେଲି କମ୍ୟୁନିକେସନ ମନ୍ତ୍ରୀମାନଙ୍କର ବୈଠକ
92- ବ୍ରିକ୍ସ ଭ୍ରଷ୍ଟାଚାର ବିରୋଧୀ ବରିଷ୍ଠ ଅଧିକାରୀମାନଙ୍କର ବୈଠକ
93- ବରିଷ୍ଠ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କର ବୈଠକ
94- ବ୍ରିକ୍ସ ମିଡଲ ଇଷ୍ଟ ରାଷ୍ଟ୍ରଦୂତମାନଙ୍କର ପରାମର୍ଶ
95- ବ୍ରିକ୍ସ ସେରପା ଏବଂ ସାଉସ ସେରପାମାନଙ୍କର ବୈଠକ
96- ବ୍ରିକ୍ସ ଜାତୀୟ ପରିସଂଖ୍ୟାନ ସଂସ୍ଥାମାନଗୁଡିକର ମୁଖ୍ୟମାନଙ୍କର ବୈଠକ
97- ବ୍ରିକ୍ସ ଶୁଳ୍କ ଅଧିକାରୀମାନଙ୍କର ମୁଖ୍ୟଙ୍କର ବୈଠକ
98- ବ୍ରିକ୍ସ ଶୁଳ୍କ ସଂପର୍କୀତ ବିଶେଷଜ୍ଞମାନଙ୍କର ବୈଠକ
99- ଆଇସିଟି ସହଯୋଗ ପାଇଁ ବ୍ରିକ୍ସ କାର୍ଯ୍ୟକାରିଣୀ ବୈଠକ
100- ବ୍ରିକ୍ସ ରପ୍ତାନି କ୍ରେଡିଟ ସଂସ୍ଥାଗୁଡିକ ମଧ୍ୟରେ ଦ୍ଵିତୀୟ ଟେକ୍ନିକାଲ ବୈଠକ
101- ଆଇସିଟି ଉପରେ ପ୍ରଦର୍ଶନୀ ଏବଂ B2B ବୈଠକ
102- ବ୍ରିକ୍ସ ମିଡିଆ ପରିଷଦ
103- ଆଣ୍ଟି-ମାଇକ୍ରୋବିଆଲ ରେଜିଷ୍ଟାନ୍ସ ଉପରେ କର୍ମଶାଳା
104- ଔଷଧ ଏବଂ ଚିକିତ୍ସା ସମ୍ବନ୍ଧୀତ ଉପକରଣ ଉପରେ କର୍ମଶାଳା
105- ଅଣ ସଂଚାରିତ ରୋଗ ଉପରେ କର୍ମଶାଳା
106- ଜନସଂଖ୍ୟା ଉପରେ ଚତୁର୍ଥ ବ୍ରିକ୍ସ ସେମିନାର
107- ଟିବି/ଏଡସ୍ ଉପରେ କର୍ମଶାଳା
108- ସେର ଫର ମାଟେରିଆଲ ସାଇନ୍ସ ଏବଂ ନାନୋଟେକ୍ନୋଲୋଜି ସମ୍ମିଳନୀ
109- ଦୂରଦର୍ଶୀ ଏବଂ ବିଜ୍ଞାନ, ପ୍ରଦ୍ୟୋଗିକି ଏବଂ ବ୍ରିକ୍ସ ଦେଶମାନଙ୍କର ନବାଚାର ନୀତି ଉପରେ ସମ୍ମିଳନୀ
110- ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂସ୍କାର ଏବଂ ଶାସନ ବ୍ରିକ୍ସ ପରିଷଦ
111- ନିରନ୍ତର ଜଳ ବିକାଶ, ସଂରକ୍ଷଣ ଏବଂ ଦକ୍ଷତା ଉପରେ କର୍ମଶାଳା
112- ବ୍ରିକ୍ସ ସ୍ୱାୟତ୍ତ ଶାସନ ସଂସ୍ଥା ସମ୍ମିଳନୀ (ଫୋକସ: ବଜେଟ)
ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ପ୍ରମୁଖ ପଦକ୍ଷେପଗୁଡିକ
1- ବ୍ରିକ୍ସ କୃଷି ଅନୁସନ୍ଧାନ ମଂଚ
2- ବ୍ରିକ୍ସ ରେଳବାଇ ଅନୁସନ୍ଧାନ ନେଟୱାର୍କ
3- ବ୍ରିକ୍ସ କ୍ରୀଡା ପରିଷଦ
4- ବ୍ରିକ୍ସ ରେଟିଂ ଏଜେନ୍ସୀ
5- ବ୍ରିକ୍ସ ଅର୍ଥନୈତିକ ଅନୁସନ୍ଧାନ ଏବଂ ବିଶ୍ଲେଷଣ ସଂସ୍ଥା
6- ପରିବେଶ ସହଯୋଗ ଚୁକ୍ତି
7- ବ୍ରିକ୍ସ ବହିଃଶୁଳ୍କ ସହଯୋଗ କମିଟି ନିୟମ
8- କୁଟନୀତିଜ୍ଞ ସହଯୋଗ ପାଇଁ ବ୍ରିକ୍ସ ଦେଶ ମାନଙ୍କ ମଧ୍ୟରେ ଚୁକ୍ତି
9- ବ୍ରିକ୍ସ ବିକାଶ ବ୍ୟାଙ୍କ ଏବଂ ଏନବିଡି ମଧ୍ୟରେ ସହଯୋଗ ପାଇଁ ଚୁକ୍ତି
10- ବ୍ରିକ୍ସ ମହିଳା ସାଂସଦମାନଙ୍କ ପରିଷଦ
11- ବ୍ରିକ୍ସ ଅଣ୍ଡର-17 ଫୁଟବଲ ଟୁର୍ଣ୍ଣାମେଣ୍ଟ
12- ବ୍ରିକ୍ସ ବାଣିଜ୍ୟ ମେଳା
13- ବ୍ରିକ୍ସ ଚଳଚ୍ଚିତ୍ର ମହୋତ୍ସବ
14- ବ୍ରିକ୍ସ ପର୍ଯ୍ୟଟନ ସମ୍ମିଳନୀ
15- ବ୍ରିକ୍ସ ଡିଜିଟାଲ ସଭା
16- ବ୍ରିକ୍ସ ୱେଲନେସ ପରିଷଦ
17- ବ୍ରିକ୍ସ ବନ୍ଧୁତ୍ୱ ସହର ସଭା
18- ବ୍ରିକ୍ସ ସ୍ମାର୍ଟ ସିଟି କର୍ମଶାଳା
19- ତୃତୀୟ ବ୍ରିକ୍ସ ସହରୀକରଣ ପରିଷଦ
20- ବ୍ରିକ୍ସ ଲୋକାଲ ବଡିଜ ସମ୍ମିଳନୀ
21- ବ୍ରିକ୍ସ ଦିବ୍ୟାଙ୍ଗ କଳାକାରମାନଙ୍କର ଆଦାନ ପ୍ରଦାନ କାର୍ଯ୍ୟକ୍ରମ
22- ବ୍ରିକ୍ସ ଯୁବ ବିଜ୍ଞାନୀମାନଙ୍କର ସମ୍ମିଳନୀ
23- ବ୍ରିକ୍ସ ନୂତନ ଆଇଡିଆ ପାଇଁ ଯୁବ ବିଜ୍ଞାନୀମାନଙ୍କୁ ପୁରସ୍କାର
24- ବ୍ରିକ୍ସ ଅର୍ଥନୈତିକ ଅନୁସନ୍ଧାନ ପୁରସ୍କାର