Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କବାଡି ବିଶ୍ଵ କପ ବିଜୟୀ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦ


କବାଡି ବିଶ୍ଵ କପ୍ ବିଜେତା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

“କବାଡି ବିଶ୍ଵ କପ୍ ବିଜୟୀ ହୋଇଥିବାରୁ ଭାରତୀୟ ଦଳକୁ ଅଭିନନ୍ଦନ । ଦଳ ଉଲ୍ଲେଖନୀୟ ଦକ୍ଷତା, ଦୃଢତା ଏବଂ ଅସାଧାରଣ ସାମର୍ଥ୍ୟ ପ୍ରଦର୍ଶନ କରିଛି । ବହୁତ ବଢିଆ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।