Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାଟନା-ଇନ୍ଦୋର ଏକ୍ସପ୍ରେସ ଧାରଣାଚ୍ୟୁତ ହେତୁ ଜୀବନହାନି ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ


ପାଟନା-ଇନ୍ଦୋର ଏକ୍ସପ୍ରେସ ଧାରଣାଚ୍ୟୁତ ହେବା ଯୋଗୁ ହୋଇଥିବା ଜୀବନହାନି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ନିଜର ଶୋକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହଛନ୍ତି, “ମୁଁ ଏହି ଦୁର୍ଘଟଣାରେ ଗଭୀର ମର୍ମାହତ ଓ ମୋର ଦୁଃଖକୁ ଭାଷାରେ ପ୍ରକାଶ କରିପାରିବି ନାହିଁ । ମୋର ଭାବନା ଶୋକାତୁର ପରିବାର ସହ ରହିଛି ।

ଯେଉଁମାନେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆହତ ହୋଇଛନ୍ତି ମୁଁ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି । ମୁଁ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛି ଏବଂ ସେ ବ୍ୟକ୍ତିଗତ ଭାବେ ଏହାର ପୁଙ୍ଖାନୁପୁଙ୍ଖ ତଦାରଖ କରୁଛନ୍ତି ।”