Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲେଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲେଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲେଣ୍ଡର ଜନସାଧାରଣଙ୍କୁ ଅଭିନନ୍ଦନ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ରାଜ୍ୟ ଭାବେ ପରିଚିତ ନାଗାଲେଣ୍ଡର ପ୍ରତିଭାଶାଳୀ ନାଗରିକମାନେ ରାଜ୍ୟକୁ ପ୍ରଗତିର ନୂତନ ଶୀର୍ଷରେ ପହଞ୍ଚାଇବେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********