Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୋଲିସ ସ୍ମୃତି ଦିବସରେ ବୀର ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ଆଜି ପୋଲିସ ସ୍ମୃତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୀର ପୋଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଆଜି ପୋଲିସ ସ୍ମୃତି ଦିବସରେ ଆମେ ଆମର ପୋଲିସ କର୍ମଚାରୀଙ୍କ ସାହସିକତା ଏବଂ ବଳିଦାନକୁ ସମ୍ମାନିତ କରୁଛୁ । ସେମାନଙ୍କର ନିରନ୍ତର ସମର୍ପଣ ଆମ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଥାଏ । ସେମାନେ ସାହସ ଏବଂ ନିଷ୍ଠାର ଉଦାହରଣ ଦେଇଛନ୍ତି । ମାନବିକ ଆହ୍ୱାନ ସମୟରେ ସେମାନଙ୍କର ସକ୍ରିୟ ଉଦ୍ୟମ ଏବଂ ସହାୟତା ମଧ୍ୟ ପ୍ରଶଂସନୀୟ।”

 

SR