ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ସହକାର ସେ ସମୃଦ୍ଧି ଦୃଷ୍ଟିକୋଣର ଲକ୍ଷ୍ୟ ସମବାୟ ସଂସ୍ଥା ଗୁଡ଼ିକୁ ଆତ୍ମନିର୍ଭର ଏବଂ ମଜବୁତ୍ କରିବା । ଶ୍ରୀ ମୋଦୀ କହିଛନ୍ତି, ଶ୍ରୀ ଅମିତ ଶାହଙ୍କ ଦ୍ୱାରା ଲିଖିତ ଲେଖ ଏହା ସୂଚିତ କରୁଛି କି ପ୍ରଶାସନିକ ଏବଂ ନୀତିଗତ ସଂସ୍କାର ଦ୍ୱାରା କିପରି ସମବାୟ ସଂସ୍ଥା ଗୁଡ଼ିକର ନୂତନ କାୟାକଳ୍ପ ହୋଇପାରିଛି ।
କେନ୍ଦ୍ର ଗୃହ ଏବଂ ସହକାର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଦ୍ୱାରା ଏକ୍ସ ରେ କରାଯାଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି:
“କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସହକାର ମନ୍ତ୍ରୀ ଶ୍ରୀ ଅମିତ ଶାହ .. ଏହା ସୂଚିତ କରିଛନ୍ତି କି କିପରି ପ୍ରଶାସନିକ ଏବଂ ନୀତିଗତ ସଂସ୍କାର ଦ୍ୱାରା ସମବାୟ କ୍ଷେତ୍ରର ନୂତନ କାୟାକଳ୍ପ ହୋଇପାରିଛି । ସେ ଜୋର ଦେଇ କହିଛନ୍ତି, ‘ସହକାର ସେ ସମୃଦ୍ଧି’ ଦୃଷ୍ଟିକୋଣର ଉଦ୍ଦେଶ୍ୟ ସମବାୟ ସଂସ୍ଥା ଗୁଡ଼ିକୁ ଆତ୍ମନିର୍ଭର ଏବଂ ମଜବୁତ୍ କରିବା ।”
SR
Union Home Minister and Minister of Cooperation, Shri @AmitShah, highlights how administrative and policy reforms have rejuvenated the cooperative sector. He underscores that the vision of 'Sahkar Se Samriddhi' aims to make the cooperative institutions self-reliant and robust. https://t.co/kqQKX9hjRX
— PMO India (@PMOIndia) November 25, 2024