Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋଟା ଶ୍ରୀନିବାସ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଟା ଶ୍ରୀନିବାସ ରାଓଙ୍କବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି  ଶ୍ରୀ କୋଟା ଶ୍ରୀନିବାରାଓଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ଏବଂ ଉତ୍କୃଷ୍ଟତା ପାଇଁ ମନେରଖାଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି  ସେ ତାଙ୍କର ଆକର୍ଷଣୀୟଅଭିନୟ ଜରିଆରେ ଅନେକ ପିଢ଼ିର ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧକରିଥିଲେ  ସେ ସମାଜ ସେବାରେ ମଧ୍ୟ ଆଗ ଧାଡିରେ ଥିଲେ ଏବଂଗରିବ ତଥା ଦଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଥିଲେବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଶ୍ରୀ କୋଟା ଶ୍ରୀନିବାସ ରାଓଙ୍କ ବିୟୋଗରେ ମୁଁ ମର୍ମାହତ  ତାଙ୍କରବହୁମୁଖୀ ପ୍ରତିଭା ଏବଂ ଉତ୍କୃଷ୍ଟତା ପାଇଁ ସର୍ବଦା ତାଙ୍କୁ ମନେ ରଖାଯିବ ସେ ତାଙ୍କର ଆକର୍ଷଣୀୟ ଅଭିନୟ ମାଧ୍ୟମରେ ଅନେକ ପିଢ଼ିରଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ  ସମାଜ ସେବାରେ ମଧ୍ୟ ସେ ଆଗଧାଡିରେ ଥିଲେ  ଗରିବ ଏବଂ ଦଳିମାନଙ୍କୁ ସଶକ୍ତ କରିବା ପାଇଁକାର୍ଯ୍ୟ କରିଥିଲେ  ତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତିସମବେଦନା  ଓମ୍ ଶାନ୍ତି 

 

SR