Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯୁବ ଆଧ୍ୟାତ୍ମିକ ସମ୍ମିଳନୀ କିପରି ନିଶାମୁକ୍ତ ଭାରତ ଗଠନରେ ଏକ ପ୍ରମୁଖ ପଦକ୍ଷେପ ହୋଇପାରିଛି ସେ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି, ଯେଉଁଥିରେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀ କିପରି ନିଶାମୁକ୍ତ ଭାରତ ଗଠନରେ ଏକ ପ୍ର୍ରମୁଖ ପଦକ୍ଷେପ ହୋଇପାରିଛି ସେ ଉପରେ ବର୍ଣ୍ଣନା କରାଯାଇଛି

କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ଏକ୍ସରେ କରିଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ଯୁବ ଆଧ୍ୟାତ୍ମିକ ସମ୍ମିଳନୀ କିପରି ନିଶାମୁକ୍ତ ଭାରତ ଗଠନରେ ଏକ ପ୍ରମୁଖ ପଦକ୍ଷେପ ହୋଇପାରିଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଏହାକୁ ନିଶ୍ଚୟ ପଢ଼ନ୍ତୁ!”

SR