Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖୋ ଖୋ ବିଶ୍ୱକପ୍ ଜିତିଥିବାରୁ ଭାରତୀୟ ପୁରୁଷ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ସେମାନଙ୍କର ଧୈର୍ଯ୍ୟ ଏବଂ ସମର୍ପଣକୁ ପ୍ରଶଂସନୀୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୋ ଖୋ ବିଶ୍ୱକପ୍ ଜିତିଥିବା ଭାରତୀୟ ପୁରୁଷ ଦଳକୁ ଅଭିନନ୍ଦନ ଜଣାଇଛନ୍ତି

ସେ ଏକ୍ସ ରେ ଏକ ପୋଷ୍ଟରେ ଲେଖିଛନ୍ତି :

ଭାରତୀୟ ଖୋ ଖୋ ପାଇଁ ଆଜି ଏକ ମହାନ ଦିନ।’’

ଖୋ ଖୋ ବିଶ୍ୱକପ୍ ଟାଇଟଲ୍ ଜିତିଥିବା ଭାରତୀୟ ପୁରୁଷ ଖୋ ଖୋ ଦଳ ପାଇଁ ଅବିଶ୍ୱସନୀୟ ଭାବେ ଗର୍ବିତ ସେମାନଙ୍କର ଧୈର୍ଯ୍ୟ ଏବଂ ସମର୍ପଣ ପ୍ରଶଂସନୀୟ ଏହି ବିଜୟ ଯୁବକମାନଙ୍କ ମଧ୍ୟରେ ଖୋ ଖୋ କୁ ଅଧିକ ଲୋକପ୍ରିୟ କରିବାରେ ସହାୟକ ହେବ

HS