Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ପୁରୁଷ ବ୍ରିଜ୍ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଆଜି ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ପୁରୁଷ ବ୍ରିଜ୍ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ାରେ ଅପୂର୍ବ ପ୍ରଦର୍ଶନ ସହ ରୌପ୍ୟ ପଦକ ଜିତିଥିବା ପୁରୁଷ ବ୍ରିଜ୍ ଟିମକୁ ଅଭିନନ୍ଦନ ।

 

ରାଜୁ ତୋଲାନି, ଅଜୟ ପ୍ରଭାକର ଖରେ, ସୁମିତ ମୁଖାର୍ଜୀ, ରାଜେଶ୍ୱର ତିୱାରୀ, ଜଗି ଶିବଦାସାଦି ଏବଂ ସନ୍ଦୀପ ଠାକୁର ଉଲ୍ଲେଖନୀୟ ପ୍ରତିଭା ଏବଂ ନିଷ୍ଠା ପ୍ରଦର୍ଶନ କରିଛନ୍ତି ।’

 

SR