ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରିର ସପ୍ତମ ଦିନରେ ଦେବୀ କାଳରାତ୍ରିଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :
“ନବରାତ୍ରିର ମହାସପ୍ତମୀ ହେଉଛି ମା’ କାଳରାତ୍ରିଙ୍କ ପୂଜା କରିବାର ପବିତ୍ର ଦିନ। ଆମର କାମନା ଯେ ମା’ଙ୍କ ଆଶୀର୍ବାଦରେ, ତାଙ୍କ ସମସ୍ତ ଭକ୍ତଙ୍କ ଜୀବନ ଭୟମୁକ୍ତ ହେଉ। ଆପଣ ସମସ୍ତଙ୍କ ପାଇଁ ମା’ କାଳରାତ୍ରିଙ୍କ ଉଦ୍ଦେଶ୍ୟରେ ଏକ ଭଜନ…”
***
SSP
नवरात्रि की महासप्तमी मां कालरात्रि के पूजन का पावन दिन है। माता की कृपा से उनके सभी भक्तों का जीवन भयमुक्त हो, यही कामना है। मां कालरात्रि की एक स्तुति आप सभी के लिए... pic.twitter.com/L7bzDsFzyX
— Narendra Modi (@narendramodi) October 9, 2024