ପିଏମଇଣ୍ଡିଆ
ପୋଷ୍ଟ କରାଯାଇଛି: ୨୧ ଅକ୍ଟୋବର୨୦୨୪ ସନ୍ଧ୍ୟା ୫:୨୦ ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇ କହିଛନ୍ତି ଯେ ସ୍ୱଚ୍ଛ ଶକ୍ତି ହେଉଛି ସମୟର ଆବଶ୍ୟକତା। ସେ ଆହୁରି କହିଛନ୍ତି ଯେ ଏକ ଉନ୍ନତ ଭବିଷ୍ୟତ ପାଇଁ ସରକାରଙ୍କ ପ୍ରତିବଦ୍ଧତା ସର୍ବୋପରି ଏବଂ ସେମାନଙ୍କ କାର୍ଯ୍ୟରେ ଏହା ପ୍ରତିଫଳିତ ହୋଇଛି।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା X ରେ କରାଯାଇଥିବା ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି:
“ସ୍ୱଚ୍ଛ ଶକ୍ତି ହେଉଛି ସମୟର ଆବଶ୍ୟକତା। ଏକ ଉନ୍ନତ ଭବିଷ୍ୟତ ପାଇଁ ଆମର ପ୍ରତିବଦ୍ଧତା ସର୍ବୋପରି ଏବଂ ଆମ ଏହା କାର୍ଯ୍ୟରେ ପ୍ରତିଫଳିତ ହୁଏ।”
Clean energy is the need of the hour. Our commitment to a better tomorrow is paramount and is reflected in our work. https://t.co/GOkySjd0eO
— Narendra Modi (@narendramodi) October 21, 2024