Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାମୀ ବିବେକାନନ୍ଦଙ୍କ ୧୩୨ତମ ବାର୍ଷିକୀରେଚିକାଗୋ ଅଭିଭାଷଣକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୮୯୩ ମସିହାରେ ଆମେରିକାର ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଦିଆଯାଇଥିବା ପ୍ରସିଦ୍ଧ ଭାଷଣକୁ ବ୍ୟକ୍ତ କରିଛନ୍ତି

 

ଶ୍ରୀ ମୋଦୀ କହିଛନ୍ତି ଯେ, ବିବେକାନନ୍ଦ ଭାରତର ଏକତା, ଶାନ୍ତି ଏବଂ ଭ୍ରାତୃତ୍ୱର ପୁରୁଣା ବାର୍ତ୍ତା ପ୍ରଦାନ କରିଥିଲେ,

ଯାହା ପିଢ଼ି ରୁ ପିଢ଼ିକୁ ପ୍ରେରଣା ଦେଇ ଆସୁଛି

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

 

“୧୮୯୩ ମସିହାରେ ଏହି ଦିନରେ, ସ୍ୱାମୀ ବିବେକାନନ୍ଦ ଚିକାଗୋରେ ତାଙ୍କର ପ୍ରସିଦ୍ଧ ଭାଷଣ ଦେଇଥିଲେ। ସେ, ଭାରତର ପୁରାତନ ସନ୍ଦେଶଏକତା, ସମାଧାନ ଏବଂ ଭାଇଚାରାକୁ ସାରା ବିଶ୍ୱର ସମ୍ମୁଖରେ ପରିଚୟ କରାଇଥିଲେ।

ତାଙ୍କର ବାଣୀ ପିଢ଼ି ରୁ ପିଢିକୁ ପ୍ରେରଣା ଦେଇ ଚାଲିଛି, ଯାହା ଆମକୁ ଏକତା ଏବଂ ସଦ୍‌ଭାବର ଶକ୍ତିକୁ ସ୍ମରଣ କରାଇଥାଏ।‘’

*****

MT