ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ ପାରାଲିମ୍ପିକ୍ସରେ ମହିଳା ୪୦୦ ମିଟର ଟି୨୦ ଇଭେଣ୍ଟରେ ବ୍ରୋଞ୍ଜ ପଦକ ବିଜେତା ଆଥଲେଟ୍ ଦୀପ୍ତି ଜୀବନଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତାଙ୍କର ଦକ୍ଷତା ଏବଂ ଦୃଢ଼ତାକୁ ପ୍ରଶଂସନୀୟ ବୋଲି କହି ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି :
“#ପାରାଲିମ୍ପିକ୍ସ୨୦୨୪ରେ ମହିଳା ୪୦୦ ମିଟର ଟି୨୦ରେ ତାଙ୍କର ଚମତ୍କାର ବ୍ରୋଞ୍ଜ ପଦକ ବିଜୟ ପାଇଁ ଦୀପ୍ତି ଜୀବନଜୀଙ୍କୁ ଅଭିନନ୍ଦନ! ସେ ଅଗଣିତ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ଦକ୍ଷତା ଏବଂ ଦୃଢ଼ତା ପ୍ରଶଂସନୀୟ।”
*****
MT
Congratulations to Deepthi Jeevanji for her spectacular Bronze medal win in the Women's 400M T20 at #Paralympics2024! She is a source of inspiration for countless people. Her skills and tenacity are commendable. #Cheer4Bharat pic.twitter.com/QqhaERCW0q
— Narendra Modi (@narendramodi) September 3, 2024