Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିଃସ୍ୱାର୍ଥପର ଦାନର ଗୁଣକୁ ଉଜାଗର କରି ସଂସ୍କୃତ ଏକ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଃସ୍ୱାର୍ଥପର ଦାନର ଗୁଣ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି:

‘‘ପଦ୍ମାକରଂ ଦିନକରୋ ବିକଚିକରୋତି ଚନ୍ଦ୍ରୋ ବିକାସୟତି କୈଶଚକ୍ରବାଳମ୍‍ ।

ନାଭ୍ୟର୍ଥିତୋ ଜଳଧରୋପି ଜଳଂ ଦଦାନି ସନ୍ତଃ ସ୍ବୟଂ ପରହିତେଷୁ କୃତାଭିଯୋଗଃ ।।’’

ସୁଭାଶିତମ୍ ବର୍ଣ୍ଣନା କରେ, “ସୂର୍ଯ୍ୟ କମଳ ଫୁଟିବାକୁ ସାହାଯ୍ୟ କରନ୍ତି, ଏବଂ ଚନ୍ଦ୍ର ଲିଲି ପାଇଁ ସମାନ କାମ କରନ୍ତି। ମେଘ ନିଜେ ପାଣି ବୃଷ୍ଟି କରନ୍ତି; ସେହିପରି, ମହାନ ଲୋକମାନେ କୌଣସି ଆଶା ନକରି ଅନ୍ୟମାନଙ୍କର ମଙ୍ଗଳ କରନ୍ତି।”

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

‘‘ପଦ୍ମାକରଂ ଦିନକରୋ ବିକଚିକରୋତି ଚନ୍ଦ୍ରୋ ବିକାସୟତି କୈଶଚକ୍ରବାଳମ୍‍ ।

ନାଭ୍ୟର୍ଥିତୋ ଜଳଧରୋପି ଜଳଂ ଦଦାନି ସନ୍ତଃ ସ୍ବୟଂ ପରହିତେଷୁ କୃତାଭିଯୋଗଃ ।।’’

HS