Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭେଟେରାନ୍ ଅଭିନେତା ଶ୍ରୀ ସଲିମ କୁମାର ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭେଟେରାନ ଅଭିନେତା ଶ୍ରୀ ସଲିମ କୁମାର ଜୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ତାଙ୍କ କ୍ୟାରିଅରରେ ସେ ବିଭିନ୍ନ ଭୂମିକାରେ ନିଜର ବହୁମୁଖୀ ପ୍ରତିଭା ଏବଂ ସ୍ମରଣୀୟ ପ୍ରଦର୍ଶନ ଦ୍ୱାରା ନିଜର ପରିଚୟ ସୃଷ୍ଟି କରିଛନ୍ତି

ଶ୍ରୀ ମୋଦୀ କହିଥିଲେ ଯେ ଏହି ଦୁଃଖଦ ସମୟରେ ତାଙ୍କ ଚିନ୍ତାଧାରା ତାଙ୍କ ପରିବାର ଏବଂ ଭେଟେରାନ୍ ଅଭିନେତାଙ୍କ ଅଗଣିତ ପ୍ରଶଂସକଙ୍କ ସହ ରହିଛି

ପ୍ରଧାନମନ୍ତ୍ରୀଏକ୍ସରେ ପୋଷ୍ଟ କରିଛନ୍ତି:

ଭେଟେରାନ୍ ଅଭିନେତା ଶ୍ରୀ ସଲିମ୍ କୁମାର ଜୀଙ୍କ ବିୟୋଗରେ ଗଭୀର ଦୁଃଖିତ ତାଙ୍କ କ୍ୟାରିଅରରେ, ସେ ବିଭିନ୍ନ ଭୂମିକାରେ ନିଜର ବହୁମୁଖୀ ପ୍ରତିଭା ଏବଂ ସ୍ମରଣୀୟ ପ୍ରଦର୍ଶନ ଦ୍ୱାରା ଏକ ପରିଚୟ ସୃଷ୍ଟି କରିଥିଲେ ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ସହ ଅଛି ଓମ୍ ଶାନ୍ତି । “

HS