Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରତ୍ୟେକ ଲକ୍ଷ୍ୟ ହାସଲ ପାଇଁ ଏକତା ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ ‘ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ‘ସୁଭାଶିତମ୍ “ସେୟାର କରିଛନ୍ତି 

‘‘ସମାନେ ମନ୍ତ୍ରଃ ସମିତିଃ ସମାନି ସମାନଂ ମନଃ ସହ ଚନ୍ତମେଷାମ୍‍ ।

ସମାନଂ ମନ୍ତ୍ରମଭି ମନ୍ତ୍ରୟେ ବଃ ସମାନେନ ବୋ ହମିଷା ଜୁହୋମି ।।’’

ସୁଭାଶିତମ୍ ଗୁରୁତ୍ୱାରୋପ କରେ ଯେ ଯେତେବେଳେ ଆମର ସଂକଳ୍ପ, ଚିନ୍ତାଧାରା ଏବଂ ଭାବନା ଏକାକାର ହୁଏ, ପ୍ରତ୍ୟେକ ପ୍ରୟାସ ସଫଳ ହୁଏ, ଏବଂ ଭାରତବର୍ଷର ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଏକତା ସହିତ ଆଗକୁ ବଢ଼ିବା ଉଚିତ୍।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି; 

ଯେତେବେଳେ ଆମର ସଂକଳ୍ପ, ଚିନ୍ତାଧାରା ଏବଂ ମନର ଭାବନା ଏକ ହୋଇଥାଏ, ସେତେବେଳେ ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ। ଆସନ୍ତୁ ଏକତାର ସହ ଆଗକୁ ବଢ଼ିବା ଏବଂ ଭାରତବର୍ଷର ପ୍ରତ୍ୟେକ ଲକ୍ଷ୍ୟକୁ ମିଳିତ ଭାବେ ହାସଲ କରିବା। 

‘‘ସମାନେ ମନ୍ତ୍ରଃ ସମିତିଃ ସମାନି ସମାନଂ ମନଃ ସହ ଚନ୍ତମେଷାମ୍‍ ।

ସମାନଂ ମନ୍ତ୍ରମଭି ମନ୍ତ୍ରୟେ ବଃ ସମାନେନ ବୋ ହମିଷା ଜୁହୋମି ।।’’

HS