Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିଃସ୍ୱାର୍ଥପର ବଳିଦାନର ଚିରସ୍ଥାୟୀ ପରମ୍ପରା ଉପରେ ଏକ ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ଯେଉଁମାନେ ଅନ୍ୟମାନଙ୍କ କଲ୍ୟାଣ ପାଇଁ ବଳିଦାନ କରନ୍ତି ସେମାନେ ଅମରତା ହାସଲ କରନ୍ତି:

‘‘ଜୟନ୍ତି ତେ ସୁକୃତିନୋ ରସସିଦ୍ଧ୍ୟାଃ କବିଶରାଃ ।

ନାସ୍ତି ୟେଷାଂ ଯଶଃ କାୟେ ଜରାମରଣଜଂ ଭୟମ୍‍ ।।’’

ଶ୍ରୀ ମୋଦୀ ଏହା ମଧ୍ୟ କହିଥିଲେ ଯେ ଭାରତର ଏକତା, ଅଖଣ୍ଡତା ଏବଂ ଆତ୍ମସମ୍ମାନ ପାଇଁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ

ପ୍ରଧାନମନ୍ତ୍ରୀ ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ଭାରତର ଏକତା, ଅଖଣ୍ଡତା ଏବଂ ଆତ୍ମସମ୍ମାନ ପାଇଁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ

‘‘ଜୟନ୍ତି ତେ ସୁକୃତିନୋ ରସସିଦ୍ଧ୍ୟାଃ କବିଶରାଃ ।

ନାସ୍ତି ୟେଷାଂ ଯଶଃ କାୟେ ଜରାମରଣଜଂ ଭୟମ୍‍ ।।’’

HS