Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ି ଏକ ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।

‘‘ଦେବଦେବ ଜଗନ୍ନାଥ ସୁରାସୁରନମସ୍କୃତ ।

ପୂଣ୍ୟଶ୍ଳୋକାବ୍ୟୟାନନ୍ତ ପରମାତ୍ମନ୍ନମୋସ୍ତୁ ତେ ।।’’

ଶ୍ରୀ ମୋଦୀ ମଧ୍ୟ ଆଶା ବ୍ୟକ୍ତ କରିଥିଲେ ଯେ ଭଗବାନ ଜଗନ୍ନାଥଙ୍କ ଦିବ୍ୟ କୃପା ସମସ୍ତ ଦେଶବାସୀଙ୍କ ଜୀବନରେ ନୂତନ ଶକ୍ତି ସଞ୍ଚାର କରିବ

ପ୍ରଧାନମନ୍ତ୍ରୀଏକ୍ସରେ ପୋଷ୍ଟ କରିଛନ୍ତି:

ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ, ମୁଁ କାମନା କରୁଛି ଯେ ତାଙ୍କର ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ସବୁଦିନ ପାଇଁ ରହୁ ତାଙ୍କର ଦିବ୍ୟ କୃପା ସମସ୍ତ ଦେଶବାସୀଙ୍କ ଜୀବନରେ ନୂତନ ଶକ୍ତି ସଞ୍ଚାର କରୁ

‘‘ଦେବଦେବ ଜଗନ୍ନାଥ ସୁରାସୁରନମସ୍କୃତ ।

ପୂଣ୍ୟଶ୍ଳୋକାବ୍ୟୟାନନ୍ତ ପରମାତ୍ମନ୍ନମୋସ୍ତୁ ତେ ।।’’

 

HS