ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଲମ୍ଫରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସେଲଭା ପ୍ରଭୁ ଥିରୁମାରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସେଲଭା ପ୍ରଭୁ ଥିରୁମାରନ ବ୍ୟକ୍ତିଗତ ଶ୍ରେଷ୍ଠ ଲମ୍ଫ ଦେଇ ପଦକ ହାସଲ କରିଥିଲେ।
ଶ୍ରୀ ମୋଦୀ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କର ଭବିଷ୍ୟତ ପ୍ରୟାସରେ ସଫଳତା କାମନା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
“ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟକ୍ତିଗତ ଶ୍ରେଷ୍ଠ ଲମ୍ଫ ମାରି ବ୍ରୋଞ୍ଜ ପଦକ ଜିତିଥିବା ସେଲଭା ପ୍ରଭୁ ଥିରୁମାରନଙ୍କୁ ନେଇ ମୁଁ ଗର୍ବିତ। ତାଙ୍କୁ ଅଭିନନ୍ଦନ। ସେ ତାଙ୍କର ଆଗାମୀ ପ୍ରୟାସରେ ଉତ୍କର୍ଷତା ହାସଲ କରନ୍ତୁ।
#CWG2026”
HS
Proud of Selva Prabhu Thirumaran, who registered a personal best jump and won a Bronze at the Commonwealth Games. Congrats to him. May he excel in his forthcoming endeavours.#CWG2026
— Narendra Modi (@narendramodi) August 1, 2026