Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ସଂସ୍କୃତ ‘ସୁଭାଶିତମ୍ ’କୁ ସେୟାର କରି ପୃଥିବୀକୁ ସମସ୍ତ ଜୀବନର ପୋଷଣକାରୀ ମାତା ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସ୍କୃତ ସୁଭାଶିତମକୁ ସେୟାର କରି ଗୁରୁତ୍ୱାରୋପ କରିଛନ୍ତି ଯେ ମାନବଜାତି ପୃଥିବୀ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ବଞ୍ଚିପାରିବ, କାରଣ ପୃଥିବୀ ହେଉଛି ସମସ୍ତ ଜୀବନର ପୋଷଣକାରୀ ମାତା ଏବଂ ଏହାକୁ ବଜାୟ ରଖୁଥିବା ନୈତିକ ବ୍ୟବସ୍ଥାକୁ ସମ୍ମାନ ଦିଆଯିବା ଉଚିତ

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି

ବିଶ୍ବଶଂ ମାତରମୋଷଧିନାଂ ଧ୍ରୁବାଂ ଭୂମିଂ ପୂଥିବୀ ଧର୍ମଣା ଧୃତାମ୍‍ ।

ଶିବାଂ ସୌନାମନୁ ଚରେମ ବିଶ୍ବହା ।।

ପ୍ରଧାନମନ୍ତ୍ରୀଏକ୍ସରେ ପୋଷ୍ଟ କରିଛନ୍ତି:

ବିଶ୍ବଶଂ ମାତରମୋଷଧିନାଂ ଧ୍ରୁବାଂ ଭୂମିଂ ପୂଥିବୀ ଧର୍ମଣା ଧୃତାମ୍‍ ।

ଶିବାଂ ସୌନାମନୁ ଚରେମ ବିଶ୍ବହା ।।

 

HS