Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାର୍ସୀ ନବବର୍ଷର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାର୍ସୀ ନବବର୍ଷର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ସେ ଉଲ୍ଲେଖ କରିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ପାର୍ସୀ ସମ୍ପ୍ରଦାୟର ଉଲ୍ଲେଖନୀୟ ଯୋଗଦାନ ଆମ ଦେଶକୁ ଅଗଣିତ ଉପାୟରେ ସମୃଦ୍ଧ କରିଛି

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

ପାର୍ସୀ ନବବର୍ଷର ପ୍ରାରମ୍ଭରେ ଶୁଭେଚ୍ଛା ବିଭିନ୍ନ କ୍ଷେତ୍ରରେ ପାର୍ସୀ ସମ୍ପ୍ରଦାୟର ଉଲ୍ଲେଖନୀୟ ଯୋଗଦାନ ଆମ ଦେଶକୁ ଅଗଣିତ ଉପାୟରେ ସମୃଦ୍ଧ କରିଛି ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ଆନନ୍ଦ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ

ନବରୋଜ ମୁବାରକ! “

HS