Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଚକ୍ଷଣ ଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଜଣେ ଜ୍ଞାନୀ ଏବଂ ବିଚକ୍ଷଣ ବ୍ୟକ୍ତି ଜ୍ଞାନର ପ୍ରତ୍ୟେକ ଶାଖାରୁ ସାର ଗ୍ରହଣ କରିବା ଉଚିତ୍, ତାହା ବଡ଼ ହେଉ କିମ୍ବା ଛୋଟ। ପ୍ରତ୍ୟେକ ଉତ୍ସରୁ ମୂଲ୍ୟବାନ ଜ୍ଞାନ ଅନ୍ୱେଷଣ ଏବଂ ଗ୍ରହଣ କରିବାର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –

‘‘ଅଣୁଭ୍ୟଶ୍ଚ ମହାଦ୍ରୁମଶ୍ଚ ଶାସ୍ତ୍ରୋଭ୍ୟଃ କୁଶଳେ ନରଃ ।

ସର୍ବତଃ ସାରମାଦଧ୍ୟାତ୍‍ ପୁଷ୍ପେଭ୍ୟ ଇବ୍‍ ଷଡପଦଃ ।।’’

ସୁଭାଶିତମ୍ ସୂଚିତ କରେ ଯେ ଜଣେ ଜ୍ଞାନୀ ଏବଂ ବିଚକ୍ଷଣ ବ୍ୟକ୍ତି ଜ୍ଞାନର ପ୍ରତ୍ୟେକ ଶାଖାରୁ ସାର ନେବା ଉଚିତ୍, ବଡ଼ କିମ୍ବା ଛୋଟ, ଯେପରି ଏକ ମହୁମାଛି ପ୍ରତ୍ୟେକ ଫୁଲରୁ ଅମୃତ ସଂଗ୍ରହ କରେ । ସେହିପରି, ପ୍ରତ୍ୟେକ ଉତ୍ସରୁ ସବୁଠାରୁ ମୂଲ୍ୟବାନ ଜ୍ଞାନ ଖୋଜିବା ଏବଂ ଆତ୍ମସାତ କରିବା ଉଚିତ୍ ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

‘‘ଅଣୁଭ୍ୟଶ୍ଚ ମହାଦ୍ରୁମଶ୍ଚ ଶାସ୍ତ୍ରୋଭ୍ୟଃ କୁଶଳେ ନରଃ ।

ସର୍ବତଃ ସାରମାଦଧ୍ୟାତ୍‍ ପୁଷ୍ପେଭ୍ୟ ଇବ୍‍ ଷଡପଦଃ ।।’’

HS