Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବାରୁ ବନ୍ଧୁକଚାଳକ ଇଲାଭେନିଲ ଭାଲାରିଭାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ାରେ ମହିଳା ୧୦ ମିଟର ଏୟାର ରାଇଫଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ବନ୍ଧୁକଚାଳକ ଏଲାଭେନିଲ ଭାଲାରିଭାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଭାରତୀୟ ବନ୍ଧୁକଚାଳକମାନେ ଦେଶକୁ ଗର୍ବିତ କରିବା ଜାରି ରଖିଛନ୍ତି।

ଶ୍ରୀ ମୋଦୀ ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ଭାରତୀୟ ବନ୍ଧୁକଚାଳକମାନେ ଆମକୁ ଗର୍ବିତ କରୁଛନ୍ତି!

ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲ ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଇଲାଭେନିଲ ଭାଲାରିଭାନଙ୍କୁ ଅଭିନନ୍ଦନ। ଏହା ତାଙ୍କର ଦିନର ଦ୍ୱିତୀୟ ପଦକ ଥିଲା, ଯାହା ଏହାକୁ ଆହୁରି ସ୍ୱତନ୍ତ୍ର କରିଥିଲା। ଆଗାମୀ ପ୍ରୟାସ ପାଇଁ ତାଙ୍କୁ ମୋର ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

HS