ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୦,୦୦୦ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସହିତ କଣ୍ଟେନର ନିର୍ମାଣ ପ୍ରୋତ୍ସାହନ ଯୋଜନା (ସିଏମପିଏସ)କୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ୨୦୩୯-୪୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଭାରତରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କଣ୍ଟେନର ନିର୍ମାଣ ଇକୋସିଷ୍ଟମ ପ୍ରତିଷ୍ଠା, ଆମଦାନୀ ନିର୍ଭରଶୀଳତା ହ୍ରାସ ଏବଂ ଯୋଗାଣ ଶୃଙ୍ଖଳା ସ୍ଥିରତାକୁ ସୁଦୃଢ଼ କରିବା ଏହି ଯୋଜନାର ଲକ୍ଷ୍ୟ । ସିଏମପିଏସ ଯୋଜନା ନୂତନ ନିର୍ମାଣ ସୁବିଧା ଏବଂ ବର୍ତ୍ତମାନର କଣ୍ଟେନର ନିର୍ମାଣ ୟୁନିଟ୍ଗୁଡ଼ିକର ସମ୍ପ୍ରସାରଣକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ।
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ରେ କଣ୍ଟେନର ନିର୍ମାଣ ଯୋଜନା ଘୋଷଣା କରାଯାଇଥିଲା।
ଏହି ଯୋଜନାରେ ନିମ୍ନ ପ୍ରମୁଖ ଉପାଦାନକୁ ସାମିଲ କରାଯାଇଛି:
ପ୍ରତ୍ୟାଶିତ ସାମଗ୍ରିକ ପ୍ରଭାବ:
*******
PS/Swadhin