Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମେଘାଳୟବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛ


ମେଘାଳୟବାସୀଙ୍କୁ ସେମାନଙ୍କ ରାଜ୍ୟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ରାଜ୍ୟ ସ୍ଥାପନା ଦିବସରେ ମେଘାଳୟବାସୀଙ୍କୁ ଅଭିନନ୍ଦନ । ସର୍ବାଙ୍ଗୀନ ଉନ୍ନତି ପଥେ ରାଜ୍ୟର ବିକାଶ ଯାତ୍ରାକୁ ମୋର ଶୁଭକାମନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********