Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୃଷ୍ଟି ବାଧିତ T20 ବିଶ୍ୱକପ କ୍ରିକେଟ- 2017 ର ପ୍ରତିଯୋଗୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଷ୍ଟିବାଧିତ T20 ବିଶ୍ୱକପ କ୍ରିକେଟ ପ୍ରତିଯୋଗୀତା-2017ର ପ୍ରତିଯୋଗୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।

“ଏହି ଦୃଷ୍ଟିବାଧିତ T20 ବିଶ୍ୱକପ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ଲାଗି ଆସିଥିବା ସମସ୍ତ ଦଳ ଏବଂ ସହାୟକ ଷ୍ଟାଫ ମାନଙ୍କୁ ଭବ୍ୟ ସ୍ୱାଗତ ଏବଂ ହାର୍ଦ୍ଦିକ ଶୁଭେଚ୍ଛା ।

T20 ପ୍ରତିଯୋଗୀତା ଦୃଷ୍ଟିବାଧିତଙ୍କ ମଧ୍ୟରେ କ୍ରିକେଟ ଖେଳକୁ ଆଦୃତ କରାଇବା ସହ ସେମାନଙ୍କ ମଧ୍ୟରେ ଥିବା ଅନନ୍ୟ କ୍ରୀଡା ପ୍ରତିଭାର ପ୍ରଦର୍ଶନ କରାଇବ ।
ଦୃଷ୍ଟିବାଧିତ T20 ବିଶ୍ୱକପ କ୍ରିକେଟ ପ୍ରତିଯୋଗୀତାର ସଙ୍ଗୀତ ପାଇଁ ଏଠାରେ ଲିଙ୍କ https://www.youtube.com/watch?v=Z0EN-zqS530 କରନ୍ତୁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

****