ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୁରୁଦେବ ଠାକୁର ସର୍ବଦା ତାଙ୍କ ବଳିଷ୍ଠ ଚିନ୍ତା ଓ ସ୍ଵାଧୀନତା ସଂଗ୍ରାମରେ ବଳୀଦାନ ପାଇଁ ଚିରସ୍ମରଣୀୟ ହୋଇରହିବେ । ତାଙ୍କ ପବିତ୍ର ଜୟନ୍ତୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି । ”
*******
Gurudev Tagore will always be remembered for his powerful thoughts & contribution to the freedom movement. Tributes to him on his Jayanti.
— Narendra Modi (@narendramodi) May 9, 2017