Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପବିତ୍ର ରମଜାନ ମାସ ଆରମ୍ଭରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ରମଜାନ ମାସ ଆରମ୍ଭରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

‘‘ରମଜାନ ଆରମ୍ଭରେ ସମସ୍ତଙ୍କୁ ଶୁଭେଚ୍ଛା । ଏହି ପବିତ୍ର ମାସ ସାରା ବିଶ୍ୱରେ ଶାନ୍ତି, ସଂପ୍ରିତି, ସୌହାଦ୍ଦ୍ୟ ଓ ଏକତାର ଭାବନାକୁ ପରିପୁଷ୍ଟ କରୁ’’, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****