ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵ ପରିବେଶ ଦିବସ ଅବସରରେ ଏକ ବାର୍ତ୍ତା ଦେଇଛନ୍ତି । ଏହି ବାର୍ତ୍ତାରେ ସେ କହିଛନ୍ତି ଆମ ପୃଥିବୀର ଉତ୍ତମ ପରିପାଳନ ଏବଂ ପରିବେଶର ସୁରକ୍ଷା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଆଜି ପ୍ରକୃଷ୍ଟ ସମୟ । ପର୍ଜ୍ୟାବରଣ ସୁରକ୍ଷା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ସଂକଳ୍ପ ତଥା ଇଚ୍ଛା ଶକ୍ତିକୁ ଆଜିର ଦିନରେ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଛନ୍ତି ।
ନିମ୍ନରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବାର୍ତ୍ତାର ନକଲ ପ୍ରଦତ୍ତ ହେଲା –
“ପୃଥିବୀର ଉତ୍ତମ ପରିପାଳନ ଏବଂ ପରିବେଶର ସୁରକ୍ଷା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଆଜି ପ୍ରକୃଷ୍ଟ ସମୟ ।
ପର୍ଜ୍ୟାବରଣ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ନିଷ୍ଠା, ସଂକଳ୍ପ ତଥା ଇଚ୍ଛା ଶକ୍ତିକୁ ଆଜିର ଦିନରେ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଛନ୍ତି ।
ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ପ୍ରକୃତି ସହ ଜନତାଙ୍କୁ ଯୋଡିବା’ । ଏହାର ଅର୍ଥ ହେଲା ଆମେ ପରସ୍ଵର ମଧ୍ୟରେ ପ୍ରକୃତି ସହ ଯୋଡି ହୋଇ ରହିବା” ।
*****
Cleaner and Greener Earth. https://t.co/HWhOLA8oGs #WorldEnvironmentDay #WithNature
— PMO India (@PMOIndia) June 5, 2017
A cleaner environment is an article of faith for us. We owe our future generations a greener and better planet. pic.twitter.com/cyLSb76WOU
— Narendra Modi (@narendramodi) June 4, 2017
#WorldEnviromentDay is the right time to reaffirm our commitment to protecting our environment and nurturing a better planet. pic.twitter.com/DE3dnrX6L2
— Narendra Modi (@narendramodi) June 5, 2017
This year’s theme of ‘Connecting People to Nature’ is nothing but getting connected with ourselves. #WithNature https://t.co/ZXl59gj8ra
— Narendra Modi (@narendramodi) June 5, 2017