Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆୟର୍ଲାଣ୍ଡର ତାଓଇସିଚ ଭାବେ କାର୍ଯ୍ୟଭାର ସମ୍ଭାଳିଥିବାରୁ ଲିଓ ବରାଦକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ମହାମାନ୍ୟ ମିଷ୍ଟର ଲିଓ ବରାଦକର ଆୟର୍ଲାଣ୍ଡର ତାଓଇସିଚ ଭାବେ କାର୍ଯ୍ୟଭାର ସମ୍ଭାଳିଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ମହାମାନ୍ୟ ମିଷ୍ଟର ଲିଓ ବରାଦକର ଆୟର୍ଲାଣ୍ଡର ତାଓଇସିଚ ଭାବେ କାର୍ଯ୍ୟଭାର ସମ୍ଭାଳିଥିବାରୁ ଅଭିନନ୍ଦନ । ଭାରତ-ଆୟର୍ଲାଣ୍ଡ ସଂପର୍କକୁ ଆହୁରି ସମୃଦ୍ଧ କରିବା ଦିଗରେ ତାଓଇସିଚ ବରାଦକରଙ୍କ ସହ ମିଳିମିଶି କାର୍ଯ୍ୟ କରିବାକୁ ମୁଁ ଉତ୍କଣ୍ଠିତ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********