Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପର୍ତ୍ତୁଗାଲ ଜଙ୍ଗଲ ନିଆଁରେ ଲୋକଙ୍କ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପର୍ତ୍ତୁଗାଲ ଜଙ୍ଗଲ ନିଆଁରେ ସଂଖ୍ୟାଧିକ ଲୋକ ପ୍ରାଣ ହରାଇବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

“ପର୍ତ୍ତୁଗାଲ ଜଙ୍ଗଲ ନିଆଁରେ ସଂଖ୍ୟାଧିକ ଲୋକଙ୍କ ଦୁଃଖଦ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ଏପରି ଏକ ଦୁଃଖଦ ମୁହୂର୍ତ୍ତରେ ପର୍ତ୍ତୁଗାଲ ଲୋକମାନଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।