Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିକ୍ସ ନେତୃମଣ୍ଡଳୀଙ୍କ ଦ୍ଵାରା ଜିଆମେନ ଘୋଷଣାନାମା

ବ୍ରିକ୍ସ ନେତୃମଣ୍ଡଳୀଙ୍କ ଦ୍ଵାରା ଜିଆମେନ ଘୋଷଣାନାମା

ବ୍ରିକ୍ସ ନେତୃମଣ୍ଡଳୀଙ୍କ ଦ୍ଵାରା ଜିଆମେନ ଘୋଷଣାନାମା

ବ୍ରିକ୍ସ ନେତୃମଣ୍ଡଳୀଙ୍କ ଦ୍ଵାରା ଜିଆମେନ ଘୋଷଣାନାମା


ଚୀନର ଜିଆମେନଠାରେ ନବମ ବ୍ରିକ୍ସ ଶିଖର ବୈଠକ ଶେଷରେ ଏହାର ନେତୃମଣ୍ଡଳୀ ଏକ ମହତ୍ଵପୂର୍ଣ୍ଣ ଘୋଷଣାନାମା ଜାରି କରିଛନ୍ତି । ଏହା ଜିଆମେନ ଘୋଷଣାନାମା ରୂପେ ପରିଚିତ । ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବାସ୍ତବ ସହଯୋଗକୁ ଅଧିକ ଉର୍ଜ୍ଜାବାନ କରିବା ଲାଗି ଏହି ଘୋଷଣାନାମାରେ ଆହ୍ଵାନ ଦିଆଯାଇଛି । ଏକ ସାମ୍ୟ ଓ ସଙ୍ଗତପୂର୍ଣ୍ଣ ବୈଶ୍ଵିକ ଆର୍ଥିକ ଶୃଙ୍ଖଳା ପ୍ରତିଷ୍ଠା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ଆର୍ଥିକ ପ୍ରସାଶନକୁ ଅନୁରୂପ ଢଙ୍ଗରେ ପରିଚାଳିତ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଉଚିତ ସମନ୍ଵୟ, ଯୋଗସୂତ୍ର ଓ ଯୋଗାଯୋଗ ସ୍ଥାପନା ବୃଦ୍ଧି ଉପରେ ଜିଆମେନ ଘୋଷଣାନାମାରେ ଗୁରୁତ୍ଵ ଦିଆଯାଇଛି । ଏହା ଆନ୍ତର୍ଜାତିକ ଓ ଆଞ୍ଚଳିକ ସ୍ତରରେ ଶାନ୍ତି ତଥା ସ୍ଥିରତା ରକ୍ଷା ପ୍ରସଙ୍ଗକୁ ଅଧିକ ରେଖାଙ୍କିତ କରିଛି ।

 

ବ୍ରିକ୍ସ ନେତୃମଣ୍ଡଳୀଙ୍କ ଦ୍ଵାରା ଜାରି କରାଯାଇଥିବା ଜିଆମେନ ଘୋଷଣାନାମା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ – Click here [ PM India 485KB ]