Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେଲାରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ୱାକ୍ଷରିତ ଏମ୍ଓୟୁ/ଚୁକ୍ତିର ତାଲିକା


କ୍ରମିକ ସଂଖ୍ୟା            ଏମ୍ଓୟୁର ସଂଖ୍ୟା/ଚୁକ୍ତି/ସନ୍ଧି

 

  1. ଭାରତୀୟ ଗଣତନ୍ତ୍ରର କ୍ରୀଡ଼ା ଏବଂ ଯୁବବ୍ୟାପାର ବିଭାଗ ଏବଂ ବେଲାରୁଷ ସାଧାରଣତନ୍ତ୍ରର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର
  2. ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ୍ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ଯୋଗ ମନ୍ତ୍ରଣାଳୟ ଏବଂ ବେଲାରୁଷ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର
  3. ବୈଜ୍ଞାନିକ ଏବଂ ବୈଷୟିକ ସହଯୋଗ ଲାଗି ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ (ଆଇଏନ୍ଏସ୍ଏ) ଏବଂ ବେଲାରୁଷ ଜାତୀୟ ବିଜ୍ଞାନ ଏକାଡେମୀ ମଧ୍ୟରେ ଚୁକ୍ତି
  4. କୃଷି ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ କୃଷି ଗବେଷଣା ପରିଷଦ, ନୂଆଦିଲ୍ଲୀ, ଭାରତ ଏବଂ ବେଲାରୁଷ ରାଷ୍ଟ୍ର କୃଷି ଏକାଡେମୀ, ଗୋର୍କି, ବେଲାରୁଷ ମଧ୍ୟରେ ବୁଝାମଣାପତ୍ର ।
  5. ଏପ୍ରିଲ୍ 16, 2007ରେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ବେଲାରୁଷ ସାଧାରଣତନ୍ତ୍ରର କୃଷି ଏବଂ ଖାଦ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିର ମୂଳଲେଖରେ ସଂଶୋଧନ
  6. 2018 – 2020 ମଧ୍ୟରେ ସଂସ୍କୃତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାର ଏବଂ ବେଲାରୁଷ ସାଧାରଣତନ୍ତ୍ର ସରକାରଙ୍କ ମଧ୍ୟରେ ସହଯୋଗ କାର୍ଯ୍ୟକ୍ରମ
  7. ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ବେଲାରୁଷର ତୈଳ ଏବଂ ରସାୟନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣାପତ୍ର
  8. ଜେଏସଭି “Belzarubezhstroy”ଏବଂ ରାଷ୍ଟ୍ରୀୟ ନିର୍ମାଣ ନିଗମ ଲିଃ ମଧ୍ୟରେ ବୁଝାମଣାପତ୍ର
  9. ଜେଏସସି ବେଲାରୁଷ ପଟାସ୍ କମ୍ପାନୀ (ବିପିସି) ଏବଂ ଇଣ୍ଡିଆନ୍ ପଟାସ୍ ଲିଃ (ଆଇପିଏଲ୍) ମଧ୍ୟରେ ବୁଝାମଣାପତ୍ର ।
  10. ଓଜେଏସସି, ମିନସ୍କ ଟ୍ରାକ୍ଟର ୱାର୍କ୍ସ ଏବଂ ଭାରତର ପୁଣେରେ ଥିବା କିର୍ଲୋସ୍କର ଅଏଲ୍ ଇଞ୍ଜିନ୍ସ ଲିଃ. ମଧ୍ୟରେ ସ୍ୱାକ୍ଷରିତ ଏମ୍ଓୟୁର କାର୍ଯ୍ୟକାରୀତା ପାଇଁ ଚୁକ୍ତି

 

**********