Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରତିଷ୍ଠା ଦିବସରେ ସୀମା ସୁରକ୍ଷା ବଳ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରତିଷ୍ଠା ଦିବସରେ ସୀମା ସୁରକ୍ଷା ବଳ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ପ୍ରତିଷ୍ଠା ଦିବସରେ ସୀମା ସୁରକ୍ଷା ବଳ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା । ଦେଶ ପ୍ରତି ତୃଟିହୀନ ଏବଂ ନିଷ୍ଠାପର ସେବାର ଉଦାହରଣ ହେଉଛି ସୀମା ସୁରକ୍ଷା ବଳ । ସୀମାରେ ନିୟୋଜିତ ରହି ପ୍ରତିକୂଳ ଅବସ୍ଥା ସହିତ ଦୁର୍ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଆମକୁ ସୁରକ୍ଷା ଦେଇଥାନ୍ତି । ସୀମା ସୁରକ୍ଷା ବଳ ପାଇଁ ଆମେ ଗର୍ବିତ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****