ପିଏମଇଣ୍ଡିଆ
ମୁମ୍ବାଇ ଅଗ୍ନିକାଣ୍ଡରେ ଜୀବନହାନି ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟଥା ଓ ବେଦନା ପ୍ରକାଶ କରିଛନ୍ତି ।
“ମୁମ୍ବାଇ ଅଗ୍ନିକାଣ୍ଡ ନେଇ ମୁଁ ମର୍ମାହତ । ଏହି ଦୁଃଖଦ ସମୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ମୋର ସମବେଦନା ବ୍ୟକ୍ତ କରୁଛି । ଆହତ ବ୍ୟକ୍ତିମାନେ ଆଶୁ ଆରୋଗ୍ୟ ଲାଭ କରିବା ନେଇ ମୁଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Anguished by the fire in Mumbai. My thoughts are with the bereaved families in this hour of grief. I pray that those injured recover quickly: PM @narendramodi
— PMO India (@PMOIndia) December 29, 2017