Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ତିଥିରେ ପ୍ରଧାନମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି


ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

“ମହାନ ସମାଜସେବୀ ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ତିଥିରେ ମୁଁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ଗରିବ ଓ ନିଷ୍ପେସିତଙ୍କ ସଶକ୍ତିକରଣ ଦିଗରେ ସେ ନିଜ ଜୀବନକୁ ସମର୍ପିତ କରିଦେଇଥିଲେ । ଶିକ୍ଷା ଓ ସାମାଜିକ ସଂସ୍କାରକୁ ସେ ବିଶେଷଭାବେ ଗୁରୁତ୍ଵ ଦେଉଥିଲେ । ଆମେ ଗଭୀରଭାବେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛୁ ଏବଂ ତାଙ୍କ ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ଅନବରତ କାମ କରୁଛୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****