ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂକ୍ରାନ୍ତି ଅବସରରେ କର୍ଣ୍ଣାଟକର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନ ଜଣାଇଛନ୍ତି ।
ତାଙ୍କ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ “କର୍ଣ୍ଣାଟକର ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ସଂକ୍ରାନ୍ତିର ଶୁଭକାମନା । ସମସ୍ତ କନ୍ନଡ ଜନସାଧାରଣଙ୍କୁ ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା । ଭଗବାନ କରନ୍ତୁ, ଏହି ପବିତ୍ର ପର୍ବ ଆମ ସମସ୍ତଙ୍କ ଜୀବନରେ ସୁଃଖ, ସଂପ୍ରୀତି ଏବଂ ସମୃଦ୍ଧି ଆଣିଦେଉ” ।
***
Sankranti wishes to my sisters and brothers of Karnataka. pic.twitter.com/WOBkPGo5Jy
— Narendra Modi (@narendramodi) January 15, 2018
The Makar Sankranti festivities have been observed with great fervour across India. We salute the hardwork of our farmers and pray for their prosperity.
— Narendra Modi (@narendramodi) January 15, 2018