ପିଏମଇଣ୍ଡିଆ
ରାଜ୍ୟ ସ୍ଥାପନା ଦିବସ ଅବସରରେ ହିମାଚଳ ପ୍ରଦେଶ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ହିମାଚଳ ପ୍ରଦେଶ ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭକାମନା ! ମୁଁ ରାଜ୍ୟର ସାମଗ୍ରୀକ ବିକାଶ ଏବଂ ପ୍ରଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
हिमाचल प्रदेश के स्थापना दिवस पर राज्य के निवासियों को ढेरों शुभकामनाएं! मैं राज्य के समग्र विकास और प्रगति की कामना करता हूँ।
— Narendra Modi (@narendramodi) January 25, 2018